ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବାଲିଗୁଡା ବିଧାୟକଙ୍କ ବିଜେଡ଼ି ପ୍ରାଥୀ ପାଇଁ ନିର୍ବାଚନ ପ୍ରଚାର

0
214
ବାଲିଗୁଡା ନିର୍ବାଚନ ମଣ୍ଡଳୀ

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା, (୨/୨) : କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସିନ୍ଦ୍ରୀଗାଁ ପଂଚାୟତରେ ବିଜେଡି ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି | ବାଲିଗୁଡା ବ୍ଲକ ସଭାପତି ଟୁନା ଦାସଙ୍କ ଅଧ୍ୟକ୍ଷତାରେ କିଲୁ ପଡା ଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ ଦଳୀୟ କର୍ମୀଙ୍କୁ ନେଇ ଆଲୋଚନା ଓ ନିର୍ବାଚନ ସଭା ଅନୁଷ୍ଠିତ ହୋଇଛି |8a14a322 1d4d 4e33 a1e8 063f262bd8dc ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବାଲିଗୁଡା ବିଧାୟକଙ୍କ ବିଜେଡ଼ି ପ୍ରାଥୀ ପାଇଁ ନିର୍ବାଚନ ପ୍ରଚାର

ବାଲିଗୁଡା ନିର୍ବାଚନ ମଣ୍ଡଳୀ ପନ୍ଦର ନମ୍ବର ଜୋନ ର ଜିଲ୍ଲା ପରିଷଦ ପାର୍ଥୀନୀ ନନ୍ଦିନୀ ମଲିକଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଜିତେଇବା ନିମନ୍ତେ ବ୍ଲକ ସଭାପତି ଟୁନା ଦାସ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି l ଜିଲ୍ଲା ପରିଷଦ ପାର୍ଥୀନୀ ନନ୍ଦିନୀ ମଲିକ ପୂର୍ବରୁ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧକ୍ଷ୍ୟା ଭାବେ ରାଜନୀତି ରେ ସକ୍ରିୟ ଥିବା ନେଇ ଚଳିତ ନିର୍ବାଚନ ରେ ବିଜେଡି ପନ୍ଦର ନମ୍ବର ଜୋନ ରେ ଉତ୍ତମ ପ୍ରଦର୍ଶନ କରିବ ବୋଲି ବ୍ଲକ ସଭାପତି ଟୁନା ଦାସ ଦୃଢ଼କ୍ତି ପ୍ରକାଶ କରିଛନ୍ତି l ଏଥିସହ ବାଲିଗୁଡା ବିଧାୟକ ଚକ୍ରମଣି କହଁର ନିର୍ବାଚନ ମୈଦାନ ରେ ଯୋଗ ଦେଇ ସିନ୍ଦ୍ରୀଗାଁ ପଂଚାୟତ ରେ ବିଜେଡି ଜିଲ୍ଲା ପରିଷଦ ପାର୍ଥୀ ନନ୍ଦିନୀ ମଲିକ ଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି lf71d2568 a310 4060 9fab cff56814dd78 ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବାଲିଗୁଡା ବିଧାୟକଙ୍କ ବିଜେଡ଼ି ପ୍ରାଥୀ ପାଇଁ ନିର୍ବାଚନ ପ୍ରଚାର

ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବ୍ଲକ ସଭାପତି ଟୁନା ଦାସ, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ପାଢ଼ୀ, ଜିଲ୍ଲା ପରିଷଦ ପାର୍ଥୀ ନନ୍ଦିନୀ ମଲିକ, ପ୍ରମିଳା ଦିଗାଳ, ରଘୁନାଥ ମଳିକ, ସମେତ ମଦନ ମୋହନ ପାଢ଼ୀ, ଅବନୀକାନ୍ତ ନାୟକ ବିଜେଡି କର୍ମୀ ଉପସ୍ଥିତ ଥିଲେ l