Related Contents

ନଳକୂପ ଖରାପ, ଚୁଆ ପାଣିରେ ଲୋକେ ହନ୍ତସନ୍ତ-ପ୍ରଶାସନ ଚୁପ

ଜୟପୁର (ସୌମ୍ୟରଂଜନ ସାହୁ): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଚିକେନ୍ ପୁଟ୍ ପଞ୍ଚାୟତର ଧବନିପୁଟ ଗ୍ରାମରେ ପ୍ରାୟ ଛଅ ମାସ ହେଲାଣି ନଳକୂପ ଖରାପ ଅଛି ପାଣି ବାହାରୁଛି କିନ୍ତୁ କାଦୁଆ ପାଣି ।

ସେଥିପାଇଁ ଲୋକେ ବାଧ୍ୟ ହୋଇ ଚୁଆ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏହି ଗ୍ରାମରେ ପ୍ରାୟ ୩୫ ପରିବାର ବାସ କରନ୍ତି। ପ୍ରସାଶନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ଗୁହାରି କରି ଥକିଗଲୁଣି ବୋଲି ଗ୍ରାମବାସୀ କହିଛନ୍ତି। ଦୁଃଖର ବିଷୟ ଏହି ଗ୍ରାମ ମୁଖ୍ୟ ରାସ୍ତାରୁ ପ୍ରାୟ ପାଖାପାଖି ୪୦୦ମିଟର ରୁ୩୦୦ ମିଟର ହେବ।

Comments are closed.