କେ. ସୀତା ପୁର ଗ୍ରାମ ପଞ୍ଚାୟତରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଙ୍କ ବିଜେଡ଼ି ରେ ଯୋଗଦାନ

0
153
କେ. ସୀତା ପୁର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୧/୦୨) : ଆଜି କେ. ସୀତା ପୁର ଗ୍ରାମ ପଞ୍ଚାୟତ ର ସିଙ୍ଗାପୁର ଗ୍ରାମ ର ୨୦୦ ଜଣ କଂଗ୍ରେସ୍ ଓ ବିଜେପି କର୍ମୀ ବିଜେଡ଼ି ରେ ଯୋଗ ଦେଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ଡ଼ା ତିରୁପତି ପାଣିଗ୍ରାହୀ ଡ଼ା. ମରୁତ ପାଳ, ଜୋନ୍୨ ଜିଲ୍ଲା ପରିଷଦ ବିଜୁ ଜନତା ଦଳ ପ୍ରାର୍ଥୀ ଗବାରା ତିରୁପତି ରାଓ, କେ. ସୀତା ପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଙ୍କ ଉପସ୍ଥିତି ରେ ୨୦୦ କର୍ମୀ ଓ ନେତା ବିଜୁ ଜନତା ଦଳ ରେ ଯୋଗ ଦେଇଥିବା ତିରୁପତି ରାଓ ସୂଚନା ଦେଇଛନ୍ତି ।