Advertisements
Sunday, July 5, 2020
Home District News ମାଲକାନଗିରି ଜିଲ୍ଲାକୁ ଉତ୍ତମ ଭାବେ ଗଢିବା ପାଇଁ ଉତ୍ତମ ମଲ୍ଲିକ ସେବା ଟ୍ରଷ୍ଟର ପ୍ରସ୍ତୁତି ବୈଠକ

ମାଲକାନଗିରି ଜିଲ୍ଲାକୁ ଉତ୍ତମ ଭାବେ ଗଢିବା ପାଇଁ ଉତ୍ତମ ମଲ୍ଲିକ ସେବା ଟ୍ରଷ୍ଟର ପ୍ରସ୍ତୁତି ବୈଠକ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ମାଲକାନଗିରି ଉତ୍ତମ ମଲ୍ଲିକ ଦ୍ୱାରା ସୋନାଲି ଗ୍ରାମର ଶିବମନ୍ଦିର ପ୍ରାଙ୍ଗଣରେ ଗତ ୩୦ ତାରିଖରେ ଆସନ୍ତା ଜାନୁଆରୀ ମାସର ୧୨ ତାରିଖରେ ସ୍ୱାମୀ ବିବେକାନନ୍ଦ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ଆବାହକ ଉତ୍ତମ ମଲ୍ଲିକ, ସହ ଆବାହକ ପିଜୁସ ବରାଳ, ଏବଂ ସମାଜସେବୀ ଦିଲୀପ ଦାସ, ଶ୍ରୀଧାମ ବାଇନ, ଶୁଭ୍ରାଂଶୁ ଶେଖର ସ୍ଵାଇଁ, କାଶୀନାଥ ଦେ, ଖଇରପୁଟ ବ୍ଲକର ସାମ୍ବାଦିକ ବାସୁଦେବ ଜେନା,ମାଥିଲି ବ୍ଲକର ସାମ୍ବାଦିକ,ଅବଦୁଲ ଗାନି, ସାମ୍ବାଦିକ ଧନଞ୍ଜୟ ଟିକାଦାର, ହୃଷିକେଶ ସେଠୀ, ପ୍ରଭାକର ସୁନା, ଅସୀମ ବିଶ୍ୱାସ,ଆକାଶ ହାଲଦାର ଏବଂ ଜିଲ୍ଲାର ୭ଟି ବ୍ଲକର ୨୦୦ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବିଶେଷ ଆଲୋଚନା ହୋଇଥିଲା | ବିବେକାନନ୍ଦ ଜୟନ୍ତୀରେ ଜାତି ନୀତି ଭେଦଭାବ ନରଖି ଭାଇଚାରା ସ୍ଥାପନ କରିବା ସହ ଦୁଃଖ ସୁଖରେ ସାଥିହେବା ସମସ୍ତ ଜାତି,ବର୍ଣ୍ଣର, ଲୋକମାନେ ମିଶି ମାଲକାନଗିରି ଜିଲ୍ଲାକୁ ସୁନାର ମାଲକାନଗିରି ଗଠନ କରିବା ସହ ଭାରତର ପ୍ରଥମ ସ୍ଥାନରେ ଆଣିବେ ବୋଲି ସମାଜସେବୀ ଉତ୍ତମ ମଲ୍ଲିକ କହିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: