Related Contents

ପାନୀୟ ଜଳ ଯୋଗାଣ ଗୃହରେ ତାଲା ପକାଇଲେ ମହିଳା ମାନେ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ପଦ୍ମପୁର ବ୍ଲକ ଅନ୍ତର୍ଗତ ନାଇର ଗ୍ରାମ ଗ୍ରାମ୍ୟ ଜଳ ଯୋଗାଣ ଦ୍ୱାରା ପାଣି ଯୋଗାଇ ବାର ବ୍ୟବସ୍ଥା କରାଯାଇଛି କିନ୍ତୁ ଗତ ୩ ଦିନ ଧରି ହାଇସ୍କୁଲ ଅଂଚଳରେ ପାଣି ପହଂଚି ପାରୁନି |

ଏହା ସମ୍ପର୍କରେ ଜେ. ଇ କୁ ପଚାରିବାରୁ କହିଲେ ମଧ୍ୟ କୌଣସି ଶୁଫଳ ନ ପାଇବାରୁ ବହୁ ମହିଳା ମାନେ ଏକତ୍ରିତ ହୋଇ ଜଳ ଯୋଗାଣ ଗୃହରେ ତାଲା ପକାଇଛନ୍ତି | ଏଥି ନେଇ ଜେ ଇ ଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଧାର ଆସି ନାହିଁ କି ଗୋଷ୍ଟି ଉନ୍ନୟନ ଅଧିକାରୀକୁ ପଚାରିବା ରୁ ସେ କହିଲେ ଘଟଣାର ତଦନ୍ତ କରାଯିବ କାହିଁକି ପାଣି ପାଉ ନାହାନ୍ତି ଗ୍ରାମବାସୀ |

Comments are closed.