Advertisements
Thursday, July 9, 2020
Home Cultural & Festival ରାଇକିଆରେ ବହୁ ଧୂମଧାମ ରେ ପାଳିତ ହୋଇଛି ବଡ଼ଦିନ

ରାଇକିଆରେ ବହୁ ଧୂମଧାମ ରେ ପାଳିତ ହୋଇଛି ବଡ଼ଦିନ

ରାଇକିଆ (ଜଗଦୀଶ ଦାସ): କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳରେ ଚର୍ଚ୍ଚ ଗୁଡିକରେ ବହୁ ଆଡମ୍ବର ସହକାରେ ବଡ଼ଦିନ ପର୍ବ ପାଳନ ହୋଇଯାଇଛି |

ରାଇକିଆର ଵାପିସ୍ଟି ଚର୍ଚ୍ଚ, କ୍ୟାଥଲିକ ଚର୍ଚ୍ଚ, ମୁଖଡ଼ବlଡ଼ିରେ ଥିବା ଚର୍ଚ୍ଚ, ମଣ୍ଡାସରରେ ଥିବା ଚର୍ଚ୍ଚ, ଗମନଦୀରେ ଥିବା ଚର୍ଚ୍ଚ ଓ ଅନେକ ଗୁଡିଏ ଚର୍ଚ୍ଚରେ ବଡ଼ଦିନ ଉପଲକ୍ଷେ ସୋମବାର ରାତିରେ ସାମୁହିକ ପ୍ରାର୍ଥନା ହୋଇଥିଲା | ରାଇକିଆ ଵାପିସ୍ଟି ଚର୍ଚ୍ଚ ଓ କ୍ୟାଥଲିକ ଚର୍ଚ୍ଚରେ ବହୁ ସୁନ୍ଦର ଭାବରେ ସୁସଜ୍ଜିତ କରାଯାଇଥିଲା | ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡା କଡ଼ି ହୋଇଥିଲା | କ୍ୟାଥଲିକ ଚର୍ଚ୍ଚରେ ଫାଦର ପ୍ରଦେଶ ଚନ୍ଦ୍ର ନାୟକ ପ୍ରାର୍ଥନା କରିଥିଲେ ଓ ଲୋକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ବିଷୟରେ କହିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡ ଜିଲ୍ଲାପାଳ ଙ୍କ ବ୍ଲକ ଗସ୍ତ ଓ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଧ୍ୟାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (ତା.୯/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ରାୟଗଡା ବ୍ଲକର ବିଭିନ୍ନ ସ୍ଥାନରେ ଗତକାଲି ତା.୮.୭.୨୦ରିଖଦିନ ଅଚାନକ ଗସ୍ତ କରି...

କୋଦଳାରେ ସଟଡାଉନର ପ୍ରଭାବ-ଖାଁ ଖାଁ ରାସ୍ତାଘାଟ

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୯/୦୭): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି।ଏଣୁ ଏହି କରୋନା...

ବିଲ ମଧ୍ୟରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ରିପୋର୍ଟ: ମାନସ ରଞ୍ଜନ ରାଉତ //ଧର୍ମଗଡ (୦୮/୦୭): ଧର୍ମଗଡ ଥାନା ଲୁହଗାଁର ଏକ ବିଲରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେଇଛି ।

ଝାରବନ୍ଧ ସରପଞ୍ଚ ପ୍ରଦାନ କଲେ କରୋନା ଯୋଦ୍ଧା ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ବିଶ୍ବ କରୋନା ପାଇଁ ଚିନ୍ତିତ ଅଛନ୍ତି । ଏ ପ୍ରସଙ୍ଗରେ ଓଡିଶା ସରକାର ଉଚିତ...

Recent Comments

%d bloggers like this: