ପୁରୁଣାକଟକ ବ୍ୟବସାୟୀ ସଙ୍ଘ ର ନୂତନ କର୍ମକର୍ତ୍ତା ଚୟନ

0
297
ପୁରୁଣାକଟକ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୫/୦୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ବ୍ୟବସାୟୀ ସଙ୍ଘ ର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ହାଇସ୍କୁଲ ପଡିଆ ରେ ଅନୁଷ୍ଠିତ ହୋଇଥିଲା |

ଏଥିରେ ପୁରୁଣାକଟକ ବ୍ୟବସାୟୀ ସଙ୍ଘ ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବା ସହ ନୂତନ କର୍ମକର୍ତା ମନୋନିତ କରାଯାଇଥିଲା | ସଂଘ ର ନୂତନ ସଭାପତି ଭାବେ ଅଜିତ ଦେହୁରୀ, ଉପସଭାପତି ଭାବେ ସନତ ଦାସ, ସମ୍ପାଦକ ଭାବେ ସନ୍ତୋଷ ପ୍ରଧାନ, ସହ ସମ୍ପାଦକ ଅମିତ ବେହେରା ଓ କୋଷାଧକ୍ଷ ଭାବେ ସତ୍ୟନାରାୟଣ ଡାଙ୍ଗ ଙ୍କୁ ମନୋନୀତ କରାଯାଇଥିଲା | ସେହିପରି ତୁଷାରକାନ୍ତ ସାହୁ, ସୁରେନ ସାହୁ, ସ୍ୱଗିତ ସାହୁ, ବଳରାମ ସାହୁ ଦୁଷ୍ମନ୍ତ ବାଘ, ଦୀପକ ବାରିକ ଙ୍କୁ କାର୍ଯ୍ୟକାରୀ କମିଟି ର ସଦସ୍ୟ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା |