ବ୍ଲକ ମହାକୁମା ରେ ଜାତୀୟ ଭୋଟର ଦିବସ ପାଳିତ

0
152
ବ୍ଲକ ମହାକୁମା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୫/୦୧) : ବ୍ଲକ ମହାକୁମା ରେ ଆଜି ଜାତୀୟ ଭୋଟର ଦିବସ କାଶୀନଗର ଠାରେ ପାଳିତ ହୋଇଯାଇଛି ।

ଆଜି ବ୍ଲକ ମହାକୁମା ରେ ଅନୁଷ୍ଠିତ ଏହି ବୈଠକ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଡ଼ା ଲକ୍ଷ୍ମୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୋଟର ଦିବସ ସମ୍ପର୍କରେ ବୁଝାଇଥିଲେ । ଉପସ୍ଥିତ ଲୋକ ମାନଙ୍କୁ ଶପଥ ପାଠ କରାଇଥିଲେ । ନୂଆ ଭୋଟର ଙ୍କୁ ନୂଆ ଏପିକ୍ କାର୍ଡ ଦିଆଯାଇଥିଲା । ଏ ସଂପର୍କରେ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।