ଗତକାଲି ଥିଲା ଯାଞ୍ଚ କାର୍ଯ୍ୟକ୍ରମ : ଆଜି ପ୍ରକାଶ ପାଇଲା ଚୁଡାନ୍ତ ତାଲିକା

0
159
ଗତକାଲି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୦୧) : ଗତକାଲି କାଶୀନଗର ବ୍ଲକ ର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଯାଞ୍ଚ ସୂଚୀ ରହିଥିଲା ।

ଗତକାଲି ୧୬୦ ୱାର୍ଡ ମେମ୍ବର ୧୨ ଟି ସରପଞ୍ଚ ଓ ସମିତି ସଭ୍ୟ ନିମନ୍ତେ ଯାଞ୍ଚ କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଯେତିକି ଜଣ ନାମାଙ୍କନ ଦାଖଲ କରିଥିଲେ ସେତିକି ଜଣ ଙ୍କ ପ୍ରାର୍ଥୀପତ୍ର କୁ କାୟମ ରଖାଯାଇଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ପ୍ରକାଶ । ଆଜି ଚୁଡାନ୍ତ ତାଲିକା ପ୍ରକାଶ ପାଇବା ପାରେ ଆସନ୍ତା କାଲି ଠାରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କାର୍ଯ୍ୟ ରହିଛି । ପରେ ଚିତ୍ର ଜଣାଯିବ ।