Advertisements
Sunday, May 31, 2020
Home Cultural & Festival ମୁରିବାହାଲ ବ୍ଲକ ସ୍ତରୀୟ ବିଶାଳ ହିନ୍ଦୁ ସମ୍ମିଳନୀ

ମୁରିବାହାଲ ବ୍ଲକ ସ୍ତରୀୟ ବିଶାଳ ହିନ୍ଦୁ ସମ୍ମିଳନୀ

ମୁରିବାହାଲ(ଭଗବାନ ମହାନ୍ତି/ନିମାଇଁ ବଘାର): ମୁରିବାହାଲ ବ୍ଲକ ସ୍ତରୀୟ ବିଶାଳ ହିନ୍ଦୁ ସମ୍ବିଳନୀ ମହିମା ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ବ୍ରହ୍ମଯଜ୍ଞ, ପ୍ରବଚନ ଓ ବୌଦ୍ଧିକ ମାଧ୍ୟମରେ ହିନ୍ଦୁ ସମାଜର ଏକତା ଓ ଧାର୍ମିକ ଚିନ୍ତାର ଉଥାପନ କରିବାର ଲକ୍ଷ ଏବଂ ଦୀର୍ଘଦିନ ଧରି ଶ୍ରୀ ରାମ ମନ୍ଦିର ନିର୍ମାଣ ଫଇସଲା କୋର୍ଟରେ ପଡି ରହିବା ଏକହିନ୍ଦୁ ସମାଜ ପ୍ରତି ଚିନ୍ତାର ଓ ପଶ୍ଚ୍ୟତାପ ବିଷୟ ବୋଲି ଚର୍ଚ୍ଚା ହେଇଥିଲା | ବର୍ତମାନ ସମୟ ଆସି ଯାଇଛି ସମସ୍ତେ ହିନ୍ଦୁ ଭାଇ ଏକାବଦ୍ଧ ହୋଇ ନିଜର ହକ ପାଇଁ ସ୍ୱର ଉତ୍ତୋଳନ କରିବା ପାଇଁ ସଂକଲ୍ପ କରିଥିଲେ |
ସହ ସହ ହିନ୍ଦୁ ପରିଷଦ ମଣ୍ଡଳୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଯଜ୍ଞକର୍ତା ସାଧୁଶ୍ରୀ ବେଦ ପ୍ରକାଶ ଦାସ, ପ୍ରବଚକ ଅବଧୂତ କପିଳେନ୍ଦ୍ର ବାବା, ପ୍ରବକ୍ତା ଡମ୍ବରୁ ଧର କର୍ମୀ, ଅତିଥି ନାରାୟଣ ପଣ୍ଡା, ଜନ୍ମଜୟ ପାଣିଗ୍ରାହୀ, ସଂଯୋଜକ ରାଜୀବ କୁମାର ମହାନ୍ତି, ସହ ସଂଯୋଜକ ନାରାୟଣ ସାହୁ ଓ ଧନୁ ପାଣ୍ଡେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ |
ବିରଜାକୁମାର ମହାନ୍ତି, ସୁଧୀର ପାଣି. ପ୍ରସାଦି କମ୍ପ, ସମାଜ ସେବି ଶ୍ରୀବସ ବେହେରା, ତରୁଣ ପୋଢ଼, ରାଜୀବ କୁଁଅର, କିରଦ ମହାକୁର, ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ | ଆସନ୍ତା ୩୦ /୧୨ /୨୦୧୮ ରବିବାର ଦିନ ବଲାଙ୍ଗୀର କଲା ମଣ୍ଡପ ପଡିଆ ଠାରେ ହିନ୍ଦୁ ସମ୍ବିଳନୀ କରିବା କାର୍ଯ୍ୟକ୍ରମ ଅଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: