ରିପୋର୍ଟ : ନରତ୍ତମ ପାଢ଼ୀ //
ବିଷମକଟକ, (୨୧/୦୧) : ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଷମକଟକ ଗ୍ରାମ ପଞ୍ଚାୟତ ରେ ଜଣେ ଶିକ୍ଷିତ ଯୁବକ ଶ୍ରୀ କୃଷ୍ଣଚନ୍ଦ୍ର ପିଡିକାକା ସରପଞ୍ଚ ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିଜର ନାମାଙ୍କନ ଆଜି ଅର୍ଥାତ ତା-୨୧/୦୧/୨୦୨୨ରେ ଦାଖଲ କରିଛନ୍ତି ।
ଜଣେ ଶିକ୍ଷିତ ଯୁବକ କୁ ସରପଞ୍ଚ ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଦେଖି ବିଷମକଟକ ର ସମସ୍ତ ବାସିନ୍ଦା ଖୁସି ସହ ତାଙ୍କ ସହ ସମସ୍ତେ ଅଛୁ ବୋଲି ନିଜ ମତ ଦେଇଛନ୍ତି ।