Thursday, March 28, 2024

Top 5 This Week

Related Posts

ଶେଷ ଦିନରେ ୧୯୧ ନାମାଙ୍କନ ପତ୍ର ଦାଖଲ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୧/୧) : ଶେଷ ଦିନରେ ୧୯୧ ନାମାଙ୍କନ ପତ୍ର ଦାଖଲ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତାରିଖ ଘୋଷଣର ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ ୧୯୧ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ସୁଧାକର ରଇତ ସୂଚନା ଦେଇଛନ୍ତି । ଉକ୍ତ ବ୍ଲକରେ ୱାର୍ଡ ସଦସ୍ୟ ୧୩୮ ସରପଞ୍ଚ ୨୭ ସମିତି ସଭ୍ୟ ୨୬ ପଦପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜଣାପଡିଛି ।

ସେଥି ମଧ୍ୟରୁ ସିଙ୍ଗାରି ୨ ସରପଞ୍ଚ ୧ ସମିତି ସଭ୍ୟାସଭ୍ୟ ୧୦ ୱାର୍ଡ ସଭ୍ୟାସଭ୍ୟ, ଧାମୁଣିପଙ୍ଗା ୩ ସରପଞ୍ଚ ୧ ସମିତି ସଭ୍ୟାସଭ୍ୟ ୧୨ ୱାର୍ଡ ସଭ୍ୟାସଭ୍ୟ, ନାରାୟଣପୁର ୨ ସରପଞ୍ଚ ୧୦ ୱାର୍ଡ ସଭ୍ୟାସଭ୍ୟ, କରପା ୩ ସରପଞ୍ଚ ୩ ସମିତି ସଭ୍ୟାସଭ୍ୟ ୬ ୱାର୍ଡ ସଭ୍ୟାସଭ୍ୟ, ବୁଡ଼ାଗୁଡା ୧ ସରପଞ୍ଚ ୧ ସମିତି ସଭ୍ୟାସଭ୍ୟ ୬ ୱାର୍ଡ ସଭ୍ୟାସଭ୍ୟ, ସେରିଗୁମ୍ମା ୨ ସରପଞ୍ଚ ୪ ସମିତି ସଭ୍ୟାସଭ୍ୟ ୧୪ ୱାର୍ଡ ସଭ୍ୟାସଭ୍ୟ, f8afcbd1 aeac 4bbd 80ef 141da13a9f41 ଶେଷ ଦିନରେ ୧୯୧ ନାମାଙ୍କନ ପତ୍ର ଦାଖଲଶିକରପାଇ ୩ ସମିତି ସଭ୍ୟାସଭ୍ୟ ୪ ୱାର୍ଡ ସଭ୍ୟାସଭ୍ୟ, ମାଝୀଗୁଡା ୧ ସରପଞ୍ଚ ୨ ସମିତି ସଭ୍ୟାସଭ୍ୟ ୧୨ ୱାର୍ଡ ସଭ୍ୟାସଭ୍ୟ, ପୂଜାରୀଗୁଡା ୨ ସରପଞ୍ଚ ୨ ସମିତି ସଭ୍ୟାସଭ୍ୟ ୫ ୱାର୍ଡ ସଭ୍ୟାସଭ୍ୟ, ସୁନାଖଣ୍ଡି ୩ ସରପଞ୍ଚ ୧୨ ୱାର୍ଡ ସଭ୍ୟାସଭ୍ୟ, ପଲମା ୧ ସରପଞ୍ଚ ୨ ସମିତି ସଭ୍ୟାସଭ୍ୟ ୧୧ ୱାର୍ଡ ସଭ୍ୟାସଭ୍ୟ ଓ କନ୍ଧ ଖାତିପାଡୁ ୨ ସରପଞ୍ଚ ୩ ସମିତି ସଭ୍ୟାସଭ୍ୟ ୨ ୱାର୍ଡ ସଭ୍ୟାସଭ୍ୟ, ପାର୍ଶାଲି ୨ ସରପଞ୍ଚ ୩ ସମିତି ସଭ୍ୟସଭ୍ୟା ୫ ୱାର୍ଡ ସଭ୍ୟାସଭ୍ୟ ଓ କଲ୍ୟାଣସିଂ ହପୁର ସରପଞ୍ଚ ୬୯ ସମିତି ୪୪ ସଭ୍ୟସଭ୍ୟା ୨୭୮ ୱାର୍ଡ ସଭ୍ୟାସଭ୍ୟ ନାମାଙ୍କନ ପତ୍ର ଦାଖଲ ହୋଇଛି ବୋଲି ଗ୍ରାମ ପଞ୍ଚାୟତ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles