Advertisements
Monday, July 13, 2020
Home headline ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ରାୟଗଡାରେ ବନ୍ଦ ସଫଳ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ରାୟଗଡାରେ ବନ୍ଦ ସଫଳ

ରାୟଗଡା ଜିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା |

ଏହି ବନ୍ଦକୁ ସମର୍ଥନ କରି ରାୟଗଡା ଜ଼ିଲ୍ଲା ବାର ଆସୋସିଏସନ ତରଫରୁ ଏହି ବନ୍ଦକୁ ସମର୍ଥନ କରି ସମଗ୍ର ରାୟଗଡା ଜ଼ିଲ୍ଲା ସପୂର୍ଣ ଭାବେ ବନ୍ଦ ହୋଇଯାଇଥିଲା | ଏହି ବନ୍ଦକୁ ସମସ୍ତ ରାଜନୈତିକ ଦଳ ବ୍ୟବସାୟୀ ପ୍ରତିଷ୍ଠାନ ମୋଟର ସଂଘ ସମର୍ଥନ କରି ବନ୍ଦ କରିଥିଲେ | ମୋଟର ଗାଡି ବନ୍ଦ ଯୋଗୁଁ ବହୁ ସଂଖ୍ୟାରେ ଯାନ ବାହାନ ରାସ୍ତାରେ ଅଟକି ରହିଥିଲା | ବର୍ଷା ଲାଗି ରହିଥିଲେ ମଧ୍ୟ୍ୟ ସମସ୍ତ ଓକିଲ ବନ୍ଧୁ ମନେ ଏକତ୍ରିତ ହୋଇ ସ୍ଥାନୀୟ କପିଳାସ ଛକ ଠାରେ ଏକତ୍ରିତ ହୋଇ ରାସ୍ତା ଅବୋରଧ କରିଥିଲେ | ଏହି ବନ୍ଦର ପ୍ରଭାବ ଯୋଗୁଁ ସ୍କୁଲ କଲେଜ ବ୍ୟାଙ୍କ ମଧ୍ୟ୍ୟ ବନ୍ଦ ରହିଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: