Advertisements
Monday, July 13, 2020
Home Business & Private ରାଇକିଆରେ ଟଙ୍କିକିଆ କଏନ ଅଚଳକୁ ନେଇ ଗୁଜବ - ବ୍ୟାଙ୍କ ନେବାକୁ ଆଗ୍ରହୀ ନୁହେଁ

ରାଇକିଆରେ ଟଙ୍କିକିଆ କଏନ ଅଚଳକୁ ନେଇ ଗୁଜବ – ବ୍ୟାଙ୍କ ନେବାକୁ ଆଗ୍ରହୀ ନୁହେଁ

ରାଇକିଆ (ଜଗଦୀଶ ଦାସ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ ଛୋଟ ଟଙ୍କିକିଆ କଏନ ଅଚଳ କୁ ନେଇ ଗୁଜବ ସୃଷ୍ଟି ହୋଇଛି |

ବିଶେଷ କରି ଛୋଟ ବ୍ୟବସାୟୀ ଦୋକାନୀ ମାନେ ବିକ୍ରି କରିସାରିଲା ପରେ ଦୋକାନକୁ ଜିନିଷ କିଣିବା ପାଇଁ ଯାଇଥାନ୍ତି କିନ୍ତୁ ଦୋକାନୀ ଵାଲା କଏନ ଗ୍ରହଣ କରୁ ନ ଥିବା ରୁ ସାଧାରଣଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଦସ ଟଙ୍କିଆ, ଦୁଇ ଟଙ୍କିଆ କଏନ ମଧ୍ୟ କେହି ଗ୍ରହଣ କରୁ ନ ଥିବା ଲୋକେ ଅଭିଯୋଗ କରୁଛନ୍ତି | ଖୁଚୁରା କୁନେଇ ବ୍ୟାଙ୍କ୍ରେ ଜମା ଦେଲେ ମଧ୍ୟ ବ୍ୟାଙ୍କ କର୍ମଚାରୀ ମନl କରୁଛନ୍ତି | ଏହି ବିଷୟରେ ବ୍ୟବସାୟୀ ଲିଟୁ ପଣ୍ଡା କହିଛନ୍ତି ଲୋକଙ୍କ ଠୁ କଏନ ରଖିଛୁ କିନ୍ତୁ ଦୋକାନ କୁ ଜିନିଷ ଆଣିବା ପାଇଁ ପଠେଇଲେ ବଡ ଦୋକାନୀ ଵାଲା ନେବା ପାଇଁ ମନ କରୁଛନ୍ତି ଏବଂ ଏପରି ଭାବେ ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ସାଧାରଣରେ ଜନ ଅସନ୍ତୋଷ ଦେଖା ଦେବ ବୋଲି ଜଣାପଡୁଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: