Related Contents

ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା

ଦିଗପହଣ୍ଡି (ଜଗନ କୁମାର ସେଠି): ବ୍ରହ୍ମପୁର ଦିଗପହଣ୍ଡି ଥାନା ବାଗଡା ଗ୍ରାମରେ ପାରିବାରିକ କଳହରୁ କରୁଣ ପରିଣତି l

ପାରିବାରିକ କଳହରୁ ସ୍ତ୍ରୀର ଗଳା କାଟି ଦେଇଛି ସ୍ୱାମୀ ବାଙ୍କିଆ ସେଠୀ l ହେଲେ ବ୍ରହ୍ମପୁର ବଡ ମେଡିକାଲରେ ସ୍ତ୍ରୀ ନୟନୀ ସେଠୀଙ୍କ ମୃତ୍ୟୁ ହୋଇଥିଲା l ଏହା ପରେ ସ୍ୱାମୀ ବାଙ୍କିଆ ସେଠି ନିଜ ଗଳା କାଟି ଆତ୍ମହତ୍ୟା କରିଥିବା ଜଣାପଡିଛି l

Comments are closed.