Advertisements
Friday, July 3, 2020
Home District News ରାୟଗଡା ଜିଲ୍ଲାପାଳଙ୍କ କାର ଦୁର୍ଘଟଣା ଗ୍ରସ୍ତ

ରାୟଗଡା ଜିଲ୍ଲାପାଳଙ୍କ କାର ଦୁର୍ଘଟଣା ଗ୍ରସ୍ତ

ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡା ସହର ଠାରୁ ମାତ୍ର ୭ କିଲୋମିଟର ଦୂରରେ ଜିଲ୍ଲାପାଳଙ୍କ କାର ଦୁର୍ଘଟଣା ଘଟିଛି ।

ଗୋଟିଏ ପଥର ବୋଝେଇ ଟ୍ରକ ସହ ଜିଲ୍ଲାପାଳଙ୍କ କାରଟି ଧକ୍କା ହେବ ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଧକ୍କା ହେବା ପରେ କାରଟି ରାସ୍ତାର ଗୋଟିଏ ପାର୍ଶ୍ଵରେ ଅଟକି ଯାଇଥିଲା କି ଆଉ ଆଗକୁ ଯାଇ ନ ପାରି କାର ଇଞ୍ଜିନ ଚାଲୁ ହୋଇ ନ ଥିଲା । ଫଳରେ ସେଠାରୁ ଜିଲ୍ଲାପାଳ ଗୋଟିଏ ଅଟୋ ମାଧ୍ୟମରେ କୁଲୀ ଗ୍ରାମକୁ ଆସି କୁଲ୍ଲୀ ଗ୍ରାମରେ ଅପେକ୍ଷା କରିଥିଲେ । ପରେ ରାୟଗଡାରୁ ଅନ୍ୟ ଏକ ଗାଡ଼ିରେ ଜିଲ୍ଲାପାଳ ରାୟଗଡା ଆସିଥିଲେ । ଜିଲ୍ଲାପାଳ କୁଲ୍ଲୀ ଗ୍ରାମକୁ ପିଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣାରେ କେହି କିଛି ଆହତ ହୋଇନଥିବା ପ୍ରକାଶ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

1 COMMENT

  1. Why do we find more no of accidents on the high way of Odisha? luckily the collector was escaped while going for a visit on a project, no one is escaped laymen or collector. Why cannot government strictly take action, awareness programmes on highway accidents? Eho are responsible car drivers or the over loaded truck drivers who run carelessly dashing the cars on the roads. It is a nice lesion for the collector if he could see the instant accident , luckily escaped from the injury, the fear of death, he can better understand now to implement rules strictly for the lorry or truck drivers who are over loaded with goods like iron rods stones all dangerous goods violating all guidelines or traffic rules. They need shivere punishment.

Comments are closed.

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: