Advertisements
Saturday, July 4, 2020
Home Accidental Death ସିମ୍ବ ମଞ୍ଜି ବୋଝେଇ ଟ୍ରକ ଦୁର୍ଘଟଣା

ସିମ୍ବ ମଞ୍ଜି ବୋଝେଇ ଟ୍ରକ ଦୁର୍ଘଟଣା

ବୈପାରୀଗୁଡା (ଏନ ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ କୋଟା ଛକ ନିକଟସ୍ଥ ପେଟା ଘାଟିରେ ଆଜି ସକାଳେ ସିମ୍ବ ମଞ୍ଜି ବୋଝେଇ ଏକ ଟ୍ରକ (ଆରଜେ ୧୧ ଯିବି ୩୫୨୨) ରାସ୍ତା ମଝିରେ ଓଲଟି ଯାଇଛି |

ସୂଚନାରୁ ପ୍ରକାଶ ଯେ ଉକ୍ତ ଟ୍ରକ ଆନ୍ଧ୍ରପ୍ରଦେଶ ର ଆରକୁ ଠାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା | ଟ୍ରକ ଭାରସାମ୍ୟ ହରାଇ ପେଟା ଘାଟିରେ ଓଲଟି ଯିବା ଫଳରେ ଜୟପୁର ରୁ ଲମତାପୁଟ ରାସ୍ତା ଜମି ହୋଇଯାଇଛି | ଗାଡି ଚାଲାକ ସହ ଆଉ ଦୁଇ ଜଣ ଗାଡ଼ିରେ ଥିଲେ କିନ୍ତୁ କାହାରି କିଛି କ୍ଷୟ କ୍ଷତି ହୋଇନାହିଁ | ଖବର ପାଇଁ ବୈପାରୀଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଥିବାରୁ ଦେଖିବାକୁ ମିଳିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: