Wednesday, September 23, 2020
Home Astrology ନୃସିଂହନାଥରେ ହିନ୍ଦୁ ପଞ୍ଜିକା ଉନ୍ମୋଚନ

ନୃସିଂହନାଥରେ ହିନ୍ଦୁ ପଞ୍ଜିକା ଉନ୍ମୋଚନ

ବରଗଡ଼ (ସୂର୍ଯ୍ୟ ମିଶ୍ର): ଆଜି ତା୧୦/୧୨ ସୋମବାର ଦିନ ନୃସିଂହନାଥ ମନ୍ଦିରରେ ପୂଜା ଅର୍ଚନା କରି ମନ୍ଦିରର ପୂଜାରୀ ମାନଙ୍କ ଦ୍ୱାରା ଇଂରାଜୀ ନୂତନ ବର୍ଷ ୨୦୧୯ ର ଏକ ସୁନ୍ଦର ଦିନ ପଞ୍ଜିକା, କ୍ୟାଲେଣ୍ଡର ଉନ୍ମୋଚିତ ହୋଇଯାଇଛି ।

ଶ୍ରୀ ଦୁର୍ବାସା ସାହୁଙ୍କ ଦ୍ୱାରା ପ୍ରକାଶିତ ଏହି କ୍ୟାଲେଣ୍ଡର ଉନ୍ମୋଚନ ସମୟରେ ମୁଖ୍ୟ ଅତିଥି ରୂପେ ବିଜେପିର ବରିଷ୍ଠ ନେତା ସୁବାଷ ଚୌହାନ ଉପସ୍ଥିତ ଥିଲେ ।ପାଇକମାଲ ମଣ୍ଡଳର ସଂଘ ପକ୍ଷରୁ ଶ୍ରୀ ଓଁପ୍ରକାଶ ମେହେର, ହାଡୁବନ୍ଧୁ ପ୍ରଧାନ,ସଞ୍ଜୟ ବଡଗୁଛିଆ ଆଦି ଉପସ୍ଥିତ ଥିଲେ ।ଏହି ପଞ୍ଜିକା କୁ ଦେଖି ମନ୍ଦିର ର ପୂଜାରୀ ବର୍ଗ ପ୍ରଶଂସା କରିଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୩ ୵ ୯ ୵ ୨୦):ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ...

ବାପା ମାଙ୍କ ମୃତ୍ୟୁ ପରେ ଏକ ମାତ୍ର ପୁଅ ସୁଶାନ୍ତ ବର୍ତ୍ତମାନ ଅସାଧ୍ୟ ରୋଗରେ

ରିପୋର୍ଟ: ରାକେଶ ମହାରଣା // ଖଲିକୋଟ (୨୧/୦୯): ସୁଶାନ୍ତ ସ୍ୱାଇଁ, ଜଣେ ଶାନ୍ତଶିଳ ମଣିଷ | ବାପା ମାଙ୍କ ମୁର୍ତ୍ୟୁ ପରେ ବଂଶ ରକ୍ଷା ଦାୟିତ୍ୱ ତାଙ୍କ ଉପରେ |ଘରର ଏକୋଇର ବୋଳା ସୁଶାନ୍ତ,...

ସରକାରୀ ଜମି ଜବର ଦଖଲ ଏବଂ ଅଭିଯୋଗକାରୀଙ୍କୁ ନାଲି ଆଖି, ପ୍ରଶାସନ ଚୁପ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା୨୨ ୵ ୯୵ ୨୦୨୦): ପଦ୍ମପୁର ଉପଖଣ୍ତ ସଦରମହକୁମା ଏନ.ଏ.ସି ଅଧିନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଯିର୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତମାନ...

ଗରିବ ଆଦୀବାସୀ ଝିଅକୁ କଲେଜରେ ଆଡ୍‌ମିଶନ ସହଯୋଗ ମିଳିଲା

ରିପୋର୍ଟ - ନିରୋଜ କୁମାର ପାଣୀ // ବରଗଡ଼ ,ତା ୨୨ ୵ ୯ ୵ ୨୦): ଶିକ୍ଷାଲାଭ କରିବା ପ୍ରତ୍ୟେକ ମଣିଷର ଏକ ମୌଳିକ ଅଧିକାର । ମାତ୍ର ପରିସ୍ଥିତି ଅନେକ ଙ୍କୁ...

Recent Comments

%d bloggers like this: