Advertisements
Wednesday, July 8, 2020
Home Government News ନକଲି ପୋଲିସ କୁ ମାଡି ବସିଲା ଅସଲି ପୋଲିସ

ନକଲି ପୋଲିସ କୁ ମାଡି ବସିଲା ଅସଲି ପୋଲିସ

ଜୟପୁର (ସୌମ୍ୟରଂଜନ ସାହୁ): ପୋଲିସ ବେଶରେ ଡ଼କାୟତ ଉଦ୍ୟମ କରୁଥିବା ବେଳେ ଜୟପୁର ପୋଲିସ ୮ଜଣଙ୍କୁ ଗିରଫ କରିଛି |

ଅପରାଧୀ ମାନେ ପୋଲିସ ବେଶରେ ଡ଼କାୟତି କରୁଥିବା ବେଳେ ଜୟପୁର ପୋଲିସ ଅନ୍ତ ରାଜ୍ୟ ଡ଼କାୟତ ଦଳକୁ ଗିରଫ କରିଛି | ଗିରଫ ଅପରାଧୀ ମାନଙ୍କ ମଧ୍ୟରୁ ୪ଜଣ ମଧ୍ୟପ୍ରଦେଶର ହୋଇଥବା ବେଳେ ଜଣେ ବିହାର ଓ ଆଉ ୨ଜଣ ସ୍ଥାନୀୟ ଅଂଚଳର ହୋଇଥିବା ବେଳେ ଆଉ ଜଣେ କଳାହାଣ୍ଡିର ବୋଲି ଜଣାପଡ଼ିଛି | ଗିରଫ ଅପରାଧୀଙ୍କ ଠାରୁ ଦାମି କାର ସହ ୧୨ଟି ମୋବାଇଲ, ୨ଟି ଛୁରୀ, ୨ଟି ଲାଠି ନକଲି ବନ୍ଧୁକ ସହ ପୋଲିସ ପୋଷାକ ସହ ୫ହଜାର ୬୩୦ଟଙ୍କା ଜବତ କରିଛି | ଏମାନେ ଜୟପୁର ନିକୋଟସ୍ଥ ପାବର ହାଉସ ଠାରେ ଡକାୟତ ନେଇ ଯୋଜନା କରୁଥିବା ବେଳେ ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଅତର୍କିତ ଚଢ଼ାଉ କରିଥିବା ସୂଚନା ଦେଇଛନ୍ତି ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି l

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ

କନ୍ଧମାଳ/ଘୁ.ଉଦୟଗିରି (୦୮/୦୭): କନ୍ଧମାଳ ଜିଲ୍ଲାରେ ଆଜି ପୁଣି ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥି ସହିତ ପୁଲିସ ଏବଂ...

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

Recent Comments

%d bloggers like this: