Thursday, March 28, 2024

Top 5 This Week

Related Posts

ନଗର ଶାଖା ତରଫରୁ ଶୀତଳାବସ୍ତିରେ ସେବାକାର୍ଯ୍ୟ

ରିପୋର୍ଟ : ଶୁଭମ ପାଣି //
ଢେଙ୍କାନାଳ, (୧୨/୦୧) : ଢେଙ୍କାନାଳ ସଚେତନ ନାଗରିକ ଫୋରମ୍, ନଗର ଶାଖା ତରଫରୁ ମ୍ୟୁନିସିପାଲିଟି ରେଲୱେ ଷ୍ଟେସନ ପାଖ ଶୀତଳାବସ୍ତିରେ ରହୁଥିବା ଗରିବ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ ତଥା ବସ୍ତ୍ର ବଣ୍ଟନ କରାଯାଇଅଛି ।

ନଗର ଶାଖା ସଭାପତି ଅମରେନ୍ଦ୍ର ସାହୁଙ୍କ ନେତୃତ୍ଵରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଫୋରମ୍ ର ଉପଦେଷ୍ଟା ଶ୍ରୀ ପଙ୍କଜ କୁମାର ନାୟକ, ସମ୍ପାଦକ ଶ୍ରୀଯୁକ୍ତ ଭରତ କୁମାର ଦାସ, ଯୁଗ୍ମ ସମ୍ପାଦକ ଆଇନଜୀବୀ ଶ୍ରୀ ଗୁପ୍ତେଶ୍ଵର ମିଶ୍ର, ମହିଳା ଶାଖା, ସଭାନେତ୍ରୀ ଶ୍ରୀମତୀ ପ୍ରାଭାତି ମହାପାତ୍ର କାର୍ଯକ୍ରମ ପରିଚାଳନା କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ଉଦୀୟମାନ ଯୁବକ ଶ୍ରୀମାନ ଅବିନାଶ ସାହୁ, ଆଇନଜୀବୀ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ମିଶ୍ର, ଶ୍ରୀ ଦୟାନିଧି ବେହେରା, ଶ୍ରୀ ସଂକର୍ଷଣ ରଥ, ଶ୍ରୀ ରୁଦ୍ରମାଧବ ମହାପାତ୍ର, ପ୍ରଫେସର୍ ଶ୍ରୀ ବିଶ୍ଵନାଥ ମହାପାତ୍ର, ଶ୍ରୀ ରମେଶ ଦାସ, ଚିତ୍ତରଞ୍ଜନ ରାଉତ,ସ୍ଵାଗତ ସିଂ, ଅଶୋକ ସ୍ଵାଇଁ, ବାବୁଲି ସାହୁ, ମନ୍ମଥ ରାଓ, ଦଣ୍ଡପାଣି ଦାସ, ବୈଦ୍ୟନାଥ ମହାପାତ୍ର, ବନଜା ମାନସିଂ, ଶିଳ୍ପୀଶ୍ରୀ ହରିଚନ୍ଦନ କାର୍ଯ୍ୟକ୍ରମରେ ଭାଗ ନେଇ କାର୍ଯକ୍ରମ କୁ ସଫଳ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles