Friday, March 29, 2024

Top 5 This Week

Related Posts

ମହିଚଲା ଗ୍ରାମରେ ବରଫ ବର୍ଷା, ନଷ୍ଟ ହେଲା ଚାଷ

ରିପୋର୍ଟ : ସନ୍ତୋଷ ନାୟକ //
କଳାହାଣ୍ଡି, ତା(୧୨/୦୧) : କଳାହାଣ୍ଡି ଜିଲ୍ଲା ର ମହିଚଲା ଗ୍ରାମରେ ଗତ କାଲି ମଙ୍ଗଳବାର ରାତିରେ ଭୀଷଣ କୂଅ ପଥର ବର୍ଷା ହୋଇଥିବା ସୂଚନା ମିଳିଛି ।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଲଗାଣ ଅଦିନିଆ ବର୍ଷା ଯୋଗୁଁ ବିଶେଷ କରି ଚାଷୀଙ୍କ କ୍ଷୟକ୍ଷତି ଘଟିଥିବା ଜଣାଯାଇଛି । ମହିଚଲା ଗ୍ରାମରେ ଭୀଷଣ କୂଆ ପଥର ବର୍ଷା ମାଡ଼ ଗତ କାଲି ଦିନ ଓ ରାତି ତମାମ ବର୍ଷା ଯୋଗୁଁ ଅନେକ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏ ନେଇ ସ୍ଥାନୀୟ ଜିଲ୍ଲା ପ୍ରଶାସନ ତରଫରୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଦାବି ପ୍ରକାଶ ପାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles