Advertisements
Monday, July 13, 2020
Home Death Case ୰ଡକ୍ଟର ରଶ୍ମିରଂଜନ ସୁନାଙ୍କ ଶ୍ରଦ୍ଧାଞ୍ଜଳୀ ସଭା

୰ଡକ୍ଟର ରଶ୍ମିରଂଜନ ସୁନାଙ୍କ ଶ୍ରଦ୍ଧାଞ୍ଜଳୀ ସଭା

କର୍ଲାମୁଣ୍ଡା (ହୀରୋଜ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାପଲହରା ଗ୍ରାମ ପଞ୍ଚାୟତ ଅନ୍ତଗତ ବାଞ୍ଜିପଦର ବିରପୁତ୍ର ରଶ୍ମିରଂଜନ ସୁନା ଜନ୍ମିତ ଗ୍ରାମରେ ଆଜି ଶ୍ରଦ୍ଧାଞ୍ଜଳୀ ଦିବସରେ କଳାହାଣ୍ଡିର ଯୁବ ନେତା ସାଗର ଚରଣ ଦାସ ଆସି ସ୍ବର୍ଗତ ରଶ୍ମିରଂଜନ ସୁନାଙ୍କ ପରିବାରଙ୍କୁ କିଛି ଆର୍ଥିକ ସହାୟତା କରିଥିଲେ ଏବଂ ସଦାସର୍ବଦା ତାଙ୍କ ପରିବାର ସହିତ ରହିବି ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

୰ରଶ୍ମି ରଂଜନ ସୁନା ଜଣେ ଥିଲେ ମେଧାବୀ ଛାତ୍ର, ହାଇଦ୍ରାବାଦରେ ପଦାର୍ଥବିଞ୍ୟାନରେ ପିଏଚଡୀ ଚତୁର୍ଥ ବର୍ଷ ସପ୍ତମ ସେମିଷ୍ଟାର ଥିଲେ | ଗତ କିଛିଦିନ ତଳେ ଡେଙ୍ଗୁ ଜରରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଗୁରବାର ଦିନ ତାଙ୍କଶ୍ରଦ୍ଧାଞ୍ଜଳି ଅବସରରେ ମହମ୍ମଦ ମହସିନ,ତ୍ରିଲୋଚନ ପାଣିଗ୍ରାହି,ସାଗର ପଟ୍ଟନାଏକ,ଆର ପ୍ରସାଦ ମିଶ୍ର, ଶତ୍ରୁଜିତ ନାଏକ, ସୌମ୍ୟରଂଜନ ନାଏକ, ପୂର୍ବତନ ବ୍ଲକ ଅଧକ୍ଷ ଉତ୍କଳ ମଣି ସାହୁ, ଜିଲ୍ଲା ମଜଦୁର କଂଗ୍ରେସ ସଭାପତି ହିରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଚରାରୋପଣ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୧୩.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଝରିଗାଁ ଥାନା କ୍ୟାମ୍ପ ଓ ବିଏସଏଫ କ୍ୟାମ୍ପ ପରିସରରେ ଚାରାରୋପଣ...

ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ଡୁଡା ଟ୍ରଜାସ୍କୋସ୍କିଙ୍କୁ କଲେ ପରାସ୍ତ

ପୋଲାଣ୍ଡ (୧୩/୦୭): ରବିବାରର ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ବର୍ତ୍ତମାନର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା ଚ୍ୟାଲେଞ୍ଜର ରାଫାଲ ଟ୍ରଜାସ୍କୋସ୍କିଙ୍କୁ ସଂକୀର୍ଣ୍ଣ ଭାବେ ପରାସ୍ତ କରିଛନ୍ତି।

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

Recent Comments

%d bloggers like this: