ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଂଘ ର ସାଧାରଣ ବୈଠକ

0
183
ଆଞ୍ଚଳିକ ବ୍ଲକ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୦/୦୧) : ଆଜି ସୋମବାର ଦିନ ସକାଳ ୧୦ ଟାରେ ହରଭଙ୍ଗା ବ୍ଲକ ର ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଂଘ ର ସଦସ୍ୟ ଓ ସଦସ୍ୟା ମାନଙ୍କ ଉପସ୍ଥିତି ରେରାମଗଡ ବାବା କେଦାରେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।f4bb3cfe 34ce 4160 b6de c73df5b7cf61 ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଂଘ ର ସାଧାରଣ ବୈଠକ

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଗୋଷ୍ଟିଉନାୟନ ଅଧିକାରୀ BSSO ଶ୍ରୀଯୁକ୍ତ ସୁନୀଲ ମହାନ୍ତି, ବୌଦ୍ଧ ଜିଲ୍ଲା ପବରିଷ୍ଠ ସାମ୍ବାଦିକ ବିରାଜ ବେହେରା ଓ ଆଞ୍ଚଳିକ ବ୍ଲକ କଳାକାର ସଂଘର ଆବାହକ, ସଭାପତି କୋଷାଧ୍ୟକ୍ଷ, ସମ୍ପାଦକ ଓ ଉପଦେଷ୍ଟା ମଣ୍ଡଳୀ ସହିତ ସମସ୍ତ ୨୨ ଗୋଟି ପଞ୍ଚାୟତ ର ସମସ୍ତ କଳାକାର ଉପସ୍ଥିତ ଥିଲେ ।

ଏହି ସଭାରେ ଆବାହକ,ମାନଭଞ୍ଜନ ମହାପାତ୍ର, କୋଷାଧ୍ୟକ୍ଷ, ଶୁଭେନ୍ଦୁ ଯୋଶୀ, ସଭାପତି, ସତ୍ୟନାରାୟଣ ପ୍ରଧାନ, ଉପସଭାପତି ମଦନ କର୍ମୀ, ସମ୍ପାଦକ ଅର୍ଜୁନ ଭୋକ୍ତା, ସହସମ୍ପଦକ ଅଜିତ କୁମାର ମାହାର ଏବଂ ସଂଗଠନ ସମ୍ପାଦକ ସୁଶାନ୍ତ ପ୍ରଧାନ ଙ୍କ ସମେତ ସମସ୍ତ କଳାକାର ମାନେ ମିଶି ସଂଘ କୁ କେମିତି ସୁଦୃଢ କରାଯିବ ସେ ସମ୍ପର୍କରେ ବ୍ଲକ ପ୍ରଶାସନ କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।