Advertisements
Monday, July 13, 2020
Home Development ବିଶ୍ୱ ମୃତ୍ତିକା ଦିବସ ପାଳିତ

ବିଶ୍ୱ ମୃତ୍ତିକା ଦିବସ ପାଳିତ

ମୁରିବାହାଲ (ଭଗବାନ ମହାନ୍ତି/ନିମାଇଁ ବଘାର): ମୁରିବାହାଲ ଆତ୍ମାସଭା ଗୃହରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି |

ମୁରିବାହାଲ ଏସିଟେଣ୍ଡ ଏଗ୍ରିକଲଚର ଅଫିସର ଦମ୍ବୁରଧର ବାଗଙ୍କ ସଭାପତିତ୍ୱରେ ବ୍ଲକ ଅଧକ୍ଷ ହଂସରାଜ ଜୈନ, ବ୍ଲକ ଉପାଧ୍ୟାକ୍ଷା ସୁନ୍ଦରମତୀ ବାଗ, ଟିଟିଲାଗଡ ଏ ଏ ଓ (ଡି ଓ) ଗୌନ୍ତିଆ ରଣା, ହଳଦୀ ଏଏଓ ଅମୃତ ଳୁଗୁନ, ଏଫଇଓ ସତ୍ୟବ୍ରତ ଦାସ,ଏଚଇଓ ଯଶୋବନ୍ତ ଭୋଇ, ତେନ୍ତୁଳିଖୁଣ୍ଟି ସରପଂଚ କାଶୀନାଥ ଭୋଇ, ସିରୋଲ ସରପଂଚ ନୃପତି ବଗର୍ତି, ବିଟାବନ୍ଦ ସରପଂଚ ଅଗସ୍ତି ବାଗ, ଲେବେଡା ସରପଂଚ ହେମସାଗର ସାହୁ, ବିଟାବନ୍ଦ ସମିତି ସଭ୍ୟ ଯଦୁନାଥ କୁମ୍ଭାର , ଆତ୍ମାର ସଦସ୍ୟ ବିଷିକେଶନ ଜାନି, ପ୍ରଫୁଲ ବଘାର, ସାବିତ୍ରୀ ମହାନନ୍ଦ, ବ୍ରଜବନ୍ଧୁ ବନଛୋର, କଶ୍ୟପ ସରାଫ, ଝଳମଳିଆ ବେନିଆ, ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ | ଏହି ଅବସରରେ ମାଳସିର ଗ୍ରାମର ଚାଷୀ ରମେଶ ରତେଇ, ଲାଲୁ ରତେଇ, କୀର୍ତି ଘିବେଲା, ବେଣୁଧର ଛୁରାଙ୍କୁ ମାଟି ପରିକ୍ଷା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା | ଏଥିରେ ବ୍ଲକର ଲୋକ ପ୍ରତିନିଧି ଆତ୍ମା କମିଟି ସଦସ୍ୟ, ଅଗ୍ରଣୀ ଚାଷୀ, କୃଷି ଅଧିଦର୍ଶକ, କୃଷକ ସାଥି ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: