Related Contents

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ଆଜି ମାଲକାନଗିରି ସଦର ମହକୁମା ସ୍ଥିତ ସାସ୍କୃତିକ ଭବନରେ ଆନ୍ତରଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି ।

ଏହି ଅନୁଷ୍ଠାନରେ ଜିଲାପାଳ ମନିଷ ଅଗ୍ରଞାଳଙ୍କ ସହ ବି.ଡି.ଓ ଏବଂ ଜିଲ୍ଲାର ବହୁସଂଖ୍ୟକ ଭିନ୍ନକ୍ଷମ ଭାଇ ଭଉଣୀମାନେ ଯୋଗ ଦେଇଥିଲେ । ଭିନ୍ନକ୍ଷମ ମାନେ କିପରି ଭୋଟ ଦେଇପାରିବେ ତାହା ଜିଲ୍ଲାପାଳ ଭିନ୍ନକ୍ଷମଙ୍କୁ ଉଦବୋଧନ ଦେଇ ବୁଝାଇଥିଲେ । ଏବଂ ଭିନ୍ନକ୍ଷମ ମାନଙ୍କ ପାଇ ନୂତନ ଞାନ କୌଶଳ ଦ୍ୱାରା ନିର୍ମିତ ହୋଇଥିବା ଭୋଟ ମେସିନ ଉକ୍ତ ଉଦ୍ଘାଟନରେ ଦେଖିବାକୁ ମିଳିଥିଲା ।

Comments are closed.