Related Contents

ପାଣି ପାଇଁ ପ୍ରତିଯୋଗିତା-ଲମତାପୁଟ

ଲମତାପୁଟ (ସୌମ୍ୟରଂଜନ ସାହୁ): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ପେଟା ଗ୍ରାମ ପଞ୍ଚାୟତର ମୁର୍ଯା ଗ୍ରାମରେ ଗୋଟିଏ ନଳକୂପ ଯୋଗୁଁ ପାଣି ପାଇଁ ଲୋକଙ୍କ ଭିତରେ ପ୍ରତିଯୋଗିତା ପ୍ରାୟ ଦେଖାଦେଇଥାଏ |

ଏ ଗ୍ରାମରେ ପ୍ରାୟ ୮୦ ପରିବାର ବାସ କରନ୍ତି। କେବଳ ଗୋଟିଏ ନଳକୂପ । ପାନୀୟ ଜଳ ନିମନ୍ତେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ଦୁଃଖ ର ବିଷୟ ସେହି ଗ୍ରାମର ହିଁ ସରପଞ୍ଚ ଓ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ମଧ୍ୟ ସାଧାରଣ ପାଣି ସମସ୍ୟା ବି ସମାଧାନ କରି ପାରୁନଥିବାରୁ ଲୋକେ ଗଭୀର ଚିନ୍ତା ପୋଷଣ କରିଛନ୍ତି |

Comments are closed.