Advertisements
Thursday, July 9, 2020
Home Development ବଲାଙ୍ଗୀରରେ ହାଇକୋର୍ଟ ପୁନଃ ସ୍ଥାପନ ଲୋଇସିଂହା ବନ୍ଦ ସମ୍ପୂର୍ଣ ସଫଳ

ବଲାଙ୍ଗୀରରେ ହାଇକୋର୍ଟ ପୁନଃ ସ୍ଥାପନ ଲୋଇସିଂହା ବନ୍ଦ ସମ୍ପୂର୍ଣ ସଫଳ

ଲୋଇସିଂହା(ବିମଳେନ୍ଦୁ ସାହୁ): ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ଦାବିରେ ଲୋଇସିଂହା ଓକିଲ ସଂଘ ତରଫରୁ ଆହୁତ ବନ୍ଦ ଡାକରା ଏଠାରେ ସମ୍ପୂର୍ଣ ସଫଳ ହୋଇଛି ।

ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବ୍ୟାଙ୍କ ବନ୍ଦ ରହିଥିଲା । କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବନ୍ଦକୁ ସଫଳ କରାଯିବା ପାଇଁ ସ୍ଥାନୀୟ ନେତୃବୃନ୍ଦ ଆପ୍ରାଣ ଚେଷ୍ଟା କରିଥିଲେ । ବନ୍ଦ ପାଳନରେ ସହଯୋଗ କରିବା ସକାଶେ ପୂର୍ବରୁ ବଲାଙ୍ଗୀର ଓକିଲ ସଂଘ ତରଫରୁ ଲୋଇସିଂହା ସଂଘକୁ ଅନୁରୋଧ କରାଯାଇଥିଲା । ପୂର୍ବ ନିଷ୍ପତି ମୁତାବକ ଲୋଇସିଂହା ଓକିଲ ସଙ୍ଘ ସଭାପତି ରାଜକିଶୋର ମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ ରାଜେନ୍ଦ୍ର ନାୟକ, ଶଶାଙ୍କ ଶେଖର ଭୋଇ, ଦିଲୀପ ବେହେରା, ସଞ୍ଜୟ ଷଡଙ୍ଗୀ, ରାଜେଶ ବାବୁ, ଶୁଭେନ୍ଦୁ ସାହୁ ପ୍ରମୁଖ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦକୁ ସଫଳ କରାଇଥିଲେ ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ରବିଶଙ୍କର ମହାପାତ୍ର //କୋରାପୁଟ ( ୯/୭): ଆଜି ମଧ୍ୟାହ୍ନରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଢାମଣାହାଣ୍ଡି ପଞ୍ଚାୟତର ଗାନ୍ଧୀନଗର ଗ୍ରାମର "ଗାନ୍ଧୀ ଆଦର୍ଶ...

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

କାନପୁର ଗୁଳି କାଣ୍ଡ ର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ (୦୯/୦୭): ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କାନପୁର ଗୁଳିରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଛି।

Recent Comments

%d bloggers like this: