Advertisements
Thursday, July 9, 2020
Home People & Public ନକ୍ସଲଙ୍କ ନାଁରେ ଠିକାଦାରଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗରେ ଜଣେ ଗିରଫ

ନକ୍ସଲଙ୍କ ନାଁରେ ଠିକାଦାରଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗରେ ଜଣେ ଗିରଫ

ରାମନାଗୁଡା (ଓଡିଶା ନ୍ୟୁଜ୨୪ବ୍ୟୁରୋ): ନକ୍ସଲଙ୍କ ନାଁରେ ଠିକାଦାରଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ରାୟଗଡ଼ା ପୁଲିସ୍‌ ଗିରଫ କରିଛି ।

ଯୁବକ ଜଣକ ହେଲେ ରାୟଗଡ଼ା ଚାନ୍ଦିଲି ଅଞ୍ଚଳର ଜାଡାଗାଡୁଗୁଲା ବସନ୍ତ । ବସନ୍ତ ଗୋପାଳ ଇଶ୍ୱର ରାଓ ନାମକ ଜଣେ ଠିକାଦାରଙ୍କୁ ନକ୍ସଲଙ୍କ ନାଁ କହି ଟଙ୍କା ଦେବାକୁ ଦାବି କରି ଚିଠି ପଠାଇଥିଲେ । ଟଙ୍କା ନ ଦେଲେ ମୃତ୍ୟୁଦଣ୍ଡର ଧମକ ମଧ୍ୟ ଦେଇଥିଲେ । ଏହି ଘଟଣାକୁ ନେଇ ଠିକାଦାର ଥାନାରେ ଅଭିଯୋଗ କରିବା ପରେ, ଯୋଜନା ମୁତାବକ ଟଙ୍କା ଦେବାକୁ ଠିକାଦାର, ଅଭିଯୁକ୍ତକୁ ଘରକୁ ଡାକିଥିଲେ । ଠିକାଦାର ଟଙ୍କା ଦେବା ସମୟରେ ପୁଲିସ୍‌ ଅଭିଯୁକ୍ତ ବସନ୍ତଙ୍କୁ ଗିରଫ କରିଥିଲା । ବସନ୍ତଠାରୁ ଗୋଟିଏ ଛୁରୀ, ମୋବାଇଲ ଫୋନ ଏବଂ ଗୋଟିଏ ନମ୍ବର ବିହୀନ ମୋଟର ସାଇକେଲ ଜବତ କରାଯାଇଛି । ଏହି ମାମଲାରେ ବସନ୍ତର ଅନ୍ୟ ଜଣେ ସହଯୋଗୀକୁ ପୁଲିସ୍‌ ଖୋଜୁଛି ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଲ ମଧ୍ୟରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ରିପୋର୍ଟ: ମାନସ ରଞ୍ଜନ ରାଉତ //ଧର୍ମଗଡ (୦୮/୦୭): ଧର୍ମଗଡ ଥାନା ଲୁହଗାଁର ଏକ ବିଲରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେଇଛି ।

ଝାରବନ୍ଧ ସରପଞ୍ଚ ପ୍ରଦାନ କଲେ କରୋନା ଯୋଦ୍ଧା ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ବିଶ୍ବ କରୋନା ପାଇଁ ଚିନ୍ତିତ ଅଛନ୍ତି । ଏ ପ୍ରସଙ୍ଗରେ ଓଡିଶା ସରକାର ଉଚିତ...

ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ରବିଶଙ୍କର ମହାପାତ୍ର //କୋରାପୁଟ ( ୯/୭): ଆଜି ମଧ୍ୟାହ୍ନରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଢାମଣାହାଣ୍ଡି ପଞ୍ଚାୟତର ଗାନ୍ଧୀନଗର ଗ୍ରାମର "ଗାନ୍ଧୀ ଆଦର୍ଶ...

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

Recent Comments

%d bloggers like this: