Advertisements
Saturday, July 4, 2020
Home Farmer Issue ବେଲଗାଁ ରେ ଧାନ ମଣ୍ଡି ଉଦଘାଟିତ

ବେଲଗାଁ ରେ ଧାନ ମଣ୍ଡି ଉଦଘାଟିତ

ଝରିଗାଁ (ତ୍ରିନାଥ ଧୂରୁଆ): ଝରିଗାଁ ବ୍ଲକ ବେଲଗା ମଣ୍ଡି ପଡିଆ ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି ।

ଝରିଗାଁ ଲ୍ୟାମ୍ପ୍ସ ପକ୍ଷରୁ ଆୟାଜିତ ହେଇ କାର୍ଯକ୍ରମରେ ଲ୍ୟାମ୍ପ୍ସ ସଭାପତି ବାସନ୍ତୀ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡି ଉଦଘାଟନ କରିଥିଲେ । ଗ୍ରେଡ ଏ ଧାନ କୁଏଣ୍ଟାଲ ପ୍ରତି ୧୭୭୦ ଟଙ୍କା ଓ ଗ୍ରେଡ ବି କୁଏଣ୍ଟାଲ ପ୍ରତି ୧୭୫୦ ଟଙ୍କା କ୍ରୟ କରାଯିବ ବୋଲି ସୂଚନା ମିଳିଛି । ସୋମବାର ଦିନ ଝରିଗାଁ ,ମଙ୍ଗଳବାର ଦିନ ଏକମ୍ବା ,ବୁଧବାର ଚଚା,ଗୁରୁବାର ଛାଟି ଗୁଡା,ଶୁକ୍ରବାର ଧୋଡ୍ରା ର ମଣ୍ଡି ଖୋଲାଯିବାର ସୂଚନା ମିଳିଛି । ଏହି କାର୍ଯକ୍ରମରେ ଲ୍ୟାମ୍ପ୍ସ ଏମଡି ନରସିଂ ଗୌଡ,ଯୋଗାଣ ଅଧିକାରୀ ଦେବେନ୍ଦ୍ର ସେଠିଆ ,କୃଷି ଅଧିକାରୀ ପ୍ରଶାନ୍ତ ବାଘ, ଲ୍ୟାମ୍ପ୍ସର ସଦସ୍ୟ ଓ ଚାଷୀ ଉଧୟନାଥ ନାୟକ ସହ ବହୁତ ଚାଷୀ ଉପସ୍ଥିତ ଥିଲେ ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

ତୈଳ ଦର ବୃଦ୍ଧି କୁ ନେଇ କଂଗ୍ରେସ ପକ୍ଷରୁ ଦାବି ପତ୍ର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //ଲମତାପୁଟ (ତା ୩/୭/୨୦): ବ୍ଲକ କଂଗ୍ରେସ ଦଳ ପକ୍ଷରୁ ତୈଳ ଦର ବୃଦ୍ଧି କୁ ନେଇ ସ୍ଥାନୀୟ ଡାକ ବଙ୍ଗଳା ଛକରୁ ଏକ ପଦ...

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

Recent Comments

%d bloggers like this: