Advertisements
Monday, July 13, 2020
Home headline କଂଗ୍ରେସର ବାଲିଗୁଡ଼ାରେ ଜନଜାଗରଣ ଯାତ୍ରା- ଅନେକ ବିଜେପି ଓ ବିଜେଡି କର୍ମୀ କଂଗ୍ରେସରେ ସାମିଲ

କଂଗ୍ରେସର ବାଲିଗୁଡ଼ାରେ ଜନଜାଗରଣ ଯାତ୍ରା- ଅନେକ ବିଜେପି ଓ ବିଜେଡି କର୍ମୀ କଂଗ୍ରେସରେ ସାମିଲ

ବାଲିଗୁଡା(ବିଭୁତି ଲହରିଆ): ପିସିସି ସଭାପତିଙ୍କ ଵାଲିଗୁଡାରେ ଜନ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଛି ।

ଵାଲିଗୁଡା ସଭା ଗୃହଠାରେ ସ୍ଥାନୀୟ କଂଗ୍ରେସ ଏକ ସାଧାରଣ ସଭା କରିଥିଲେ ।ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି ଯେ ରାଜ୍ୟରେ ନଵିନ ସରକାର ବିକାଶ ନାମରେ ଓଡ଼ିଶାର ବିନାଶ କରିବାକୁ ଚେଷ୍ଟା ଚଳାଇଛନ୍ତି । ଦୁନୀତି ରେ ଭରପୁର ରହିଛି ଏ ବିଜେଡି ସରକାର । ଵେକାରୀ ଯୁବକ ଯୁବତୀ ମାନଙ୍କୁ ରାଜ୍ୟରେ ରୋଜଗାର ନାହିଁ । ଏହି ସମାଵେଶରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ପଦୀପ ମାଝୀ,ଏଆଇସିସି ସମ୍ପାଦକ ଅନିଲ ଚୈଧୁରୀ, ପିସିସି ସାଧାରଣ ସମ୍ପାଦକ ଜାନକୀ ପଟ୍ଟନାୟକ, ଜିଲ୍ଲା ସଭାପତି ବରୁଣ ଭୋଇ, କାର୍ଯ୍ୟକାରୀ ଜିଲ୍ଲା ସଭାପତି ସିମାଞଳ ଆଚାର୍ଯ୍ୟ, ଜି. ଭଦୟଗିରୀ ବିଧାୟକ ଜାକୋବ ପଧାନ, ଵାଲିଗୁଡା ଵ୍କକ ସଭାପତି ରାମଚନ୍ଦ୍ର ସିଂ ପାତ୍ର, ନଗର ସଭାପତି ମନୋଜ ଆଚାର୍ଯ୍ୟ, ଯୁବ କଂଗ୍ରେସ ସଭାପତି ଏମଡି ସାଵେଜ୍, ଅଜୟତୀ ପ୍ରଧାନ ସମେତ ଛ୍ଅ ହଜାରରୁ ଅଧିକ ଲୋକ ମାନେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି ଓ ବିଜେପି କର୍ମୀ ଏହି ଜନଜାଗରଣ ସମାଵେଶରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: