ରାଉରକେଲା ବିଧାୟକ ପଦରୁ ଦିଲ୍ଲୀପ ରାୟଙ୍କ ଇସ୍ତଫା

ଭୁବନେଶ୍ୱର (ଓଡିଶା ନ୍ୟୁଜ୨୪): ରାଉରକେଲା ବିଧାୟକ ପଦରୁ ଦିଲ୍ଲୀପ ରାୟ ଇସ୍ତଫା ଦେଇଛନ୍ତି।

ବାଚସ୍ପତିଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ବିଜେପି ଛାଡ଼ିବାକୁ ଘୋଷଣା କରିଥିଲେ। ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଲେଖିଛନ୍ତି। ସେ କହିଛନ୍ତି, ଆଗ ମାଟି, ପରେ ପାର୍ଟି।

Comments are closed.