Advertisements
Saturday, July 4, 2020
Home Development ପଦ୍ମପୁର ଜିଲ୍ଲା ଦାବିରେ ୧୨ ଘଣ୍ଟିଆବନ୍ଦ ଡାକରା-ବରଗଡ଼

ପଦ୍ମପୁର ଜିଲ୍ଲା ଦାବିରେ ୧୨ ଘଣ୍ଟିଆବନ୍ଦ ଡାକରା-ବରଗଡ଼

ପଦ୍ମପୁର (ତ୍ରିବିକ୍ରମ ପ୍ରଧାନ): ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ପଦ୍ମପୁର ସଚେତନ ଜନସାଧାରଣ ତରଫରୁ ୧୨ ଘଣ୍ଟିଆବନ୍ଦ ଡାକରା ଦିଆ ଯାଇଛି |

ଏହା ଫଳରେ ସହରର ସମସ୍ତ ଦୁକାନ ବଜାର ସ୍କୁଲ କଲେଜ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଗାଡି ଚଳାଚଳ ସବୁ ବନ୍ଦ ରହିଛି | ଏହି ବନ୍ଦକୁ ୩୨ ଟି ସଂଗଠନ ସମର୍ଥନ ଜଣାଇଛନ୍ତି | ପୂର୍ବରୁ ମଧ୍ୟ ଯେଉଁ ସମୟରେ ଓଡ଼ିଶାରେ ୧୩ଗୋଟି ଜିଲ୍ଲାରୁ ୩୦ଗୋଟି ଜିଲ୍ଲା ଗଠିତ ହୋଇଥିଲା ସହି ସମୟରେ ମଧ୍ୟ ଜିଲ୍ଲା ଦାବି ନେଇ ଏଠାରେ ବହୁ ଆନ୍ଦୋଳନ ହୋଇଥିଲା | ବର୍ତ୍ତମାନ ଲୋକେ ସଚେତନ ହୋଇ ଜିଲ୍ଲା ଦାବି ଲାଗି ବନ୍ଦ ପାଳନ କରିଛନ୍ତି ଓ ଆଗାମୀ ଦିନରେ ପଦ୍ମପୁରକୁ ଜିଲ୍ଲା ଘୋଷଣା ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସାଧାରଣ ଜନତା କହିଛନ୍ତି |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: