Advertisements
Sunday, July 5, 2020
Home Farmer Issue ମାଲକାନଗିରିରେ ଚାଷୀଙ୍କ ପାଇଁ କୋରୁକୋଣ୍ଡା ମଣ୍ଡି ଉଦଘାଟିତ

ମାଲକାନଗିରିରେ ଚାଷୀଙ୍କ ପାଇଁ କୋରୁକୋଣ୍ଡା ମଣ୍ଡି ଉଦଘାଟିତ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲା ସ୍ଥିତ କୋରକୋଣ୍ଡାରେ ଆଜି କରକୋଣ୍ଡା ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ସରକାରଙ୍କ ନିୟମ ଅନୁସାରେ ମାଲକାନଗିରି ଜିଲ୍ଲା ୬୧ ମଣ୍ଡି କରାଯାଇଛି ।

କୋରକୋଣ୍ଡାରେ ଆଜି ପ୍ରଥମ ମଣ୍ଡି ଉଦଘାଟିତ ହୋଇଛି। ର୍ପୂବରୁ ଚାଷି ମଣ୍ଡି ପାଇଁ ବହୁ ଦୂର ଦୂରାନ୍ତରକୁ ଯାଉଥିଲେ । ଚାଷି ଅନେକ ଅସୁବିଧାର ସମ୍ମୁଖିନ ହଉଥିଲେ। କିନ୍ତୁ ଆଜି ମଣ୍ଡି ଉତ୍ସବରେ ସମସ୍ତଙ୍କ ମୁହରେ ହସର ଲହରି ଖେଳିଥିଲା । ଉକ୍ତ ଉଦଘାଟନୀରେ ଜିଲାପାଳ ମନିସ ଅଗ୍ରଞାଲଙ୍ଗ ସହ ବିଧାୟକ ମାନସ ମାଡ଼କାମୀ ଯୋଗଦେଇଥିଲେ । ଏତତ୍ ବ୍ୟତିତ ଜିଲ୍ଲାର ଅନେକ ବରିଷ୍ଠ ସାମ୍ବାଦିକ, କୃଷସଂଙ୍ଗ, କରକୋଣ୍ଡା ଗ୍ରାମ ବାସିନ୍ଦା ଏବଂ ଜିଲାର ଅନେକ ବରିଷ୍ଠ ବ୍ୟକ୍ତି ଏହି ଅନୁଷ୍ଠାନରେ ଯୋଗଦାନ କରିଥିଲେ । ଉକ୍ତ ଉଦଘାଟନି ଉତ୍ସବରେ ଜିଲାପାଳ ଉଦବୋଧନ ଦେଇ କହିଥିଲେ ଯେ ମଣ୍ଡି ଉଦଘାଟନ ଦ୍ରାରା ଚାଷି କିପରି ଭାବେ ସୁବିଧା ସୁଯୋଗ ପାଇପାରିବେ ତାହା ମଣ୍ଡି ଦାଇତ୍ୱରେ ଥିବା ସମସ୍ତ କର୍ମଚାରି ନିୟମିତ ଧ୍ୟାନ ଦେବେ । ଏବଂ ଚାଷି ଏହି ମଣ୍ଡି ଦ୍ରାରା ପ୍ରଚୁର ଲାଭବାନ ହେଇପାରିବେ ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: