Advertisements
Monday, July 13, 2020
Home headline କଳିଙ୍ଗ ସାମ୍ବାଦିକ ସଂଘ ଓ ଉତ୍କଳ ସୂଚନା ଅଧିକାର ଅଭିଯାନର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ

କଳିଙ୍ଗ ସାମ୍ବାଦିକ ସଂଘ ଓ ଉତ୍କଳ ସୂଚନା ଅଧିକାର ଅଭିଯାନର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ

ଗୁଣୁପୁର (ପ୍ରଦୀପ ପାତ୍ର): ଗୁଣୁପୁର ପୌର ପରିଷଦ ଅଧିନସ୍ଥ ମାଠିଆ ସାହିରେ ଗତକାଲି ଗୁଣୁପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ଓ ଉତ୍କଳ ସୂଚନା ଅଧିକାର ଅଭିଯାନର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି |

ଏହାକୁ ସ୍ଥାନୀୟ ବରିଷ୍ଠ ଆଇନଜୀବୀ ଏସ.ବି.ପ୍ରସାଦ ଉଦଘାଟନ କରିଥିଲେ | ଏହି ଅବସରରେ ଅନୁଷ୍ଠିତ ବୈଠକ ରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଅଶ୍ୱିନ ଗମାଙ୍ଗ ଯୋଗ ଦେଇ ଆଜିର ଦିନରେ ସାମ୍ବାଦିକଙ୍କ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ସ୍ବଦେଶ ଜାଗରଣ ମଞ୍ଚର ସଭାପତି ରବି ଶଙ୍କର ଗମାଙ୍ଗ ଯୋଗଦେଇ ସଙ୍ଗଠନକୁ କିପରି ଭାବେ ସୁଦୃଢ କରାଯାଇପାରିବ ଏ ନେଇ ମତବ୍ୟକ୍ତ କରିଥିଲେ | ଉଦଘାଟନ ଉତ୍ସବକୁ ନିମନ୍ତ୍ରିତ ହୋଇଆସିଥିବା ଅତିଥି ବୃନ୍ଦାଙ୍କ ସଂଘର ଉପସ୍ଥିତ ସମସ୍ତ ସଦସ୍ୟଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: