କାଶୀନଗର ଠାରେ ଖୋଲିଲା ଧାନ କ୍ରୟ ମଣ୍ଡି

0
180
କାଶୀନଗର ଠାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୩/୦୧) : କାଶୀନଗର ଠାରେ ଧାନ କ୍ରୟ ମଣ୍ଡି ଆଜି ଠାରୁ ଖୋଲିଲା ।

ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଆଜି କାଶୀନଗର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ରେ କାଶୀନଗର ଠାରେ ଧାନ କ୍ରୟ ମଣ୍ଡି କୁ ଉଦଘାଟନ କରିଛନ୍ତି । ଏଥର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ଏହି କ୍ରୟ କାରବାର କରା ଯାଉଛି ବୋଲି ଯୋଗାଣ ଅଧିକାରୀ ସଞ୍ଜୟ ମଲ୍ଲିକ କହିଛନ୍ତି ।