Advertisements
Saturday, July 4, 2020
Home Government News ପ୍ରଶାସନର ଅବହେଳା - ରାସ୍ତାରେ ପିଇବା ପାଣି ପାଇପରେ ଲୋକେ ଗାଧୋଉଛନ୍ତି

ପ୍ରଶାସନର ଅବହେଳା – ରାସ୍ତାରେ ପିଇବା ପାଣି ପାଇପରେ ଲୋକେ ଗାଧୋଉଛନ୍ତି

ଗୁଣୁପୁର (ପ୍ରଦୀପ ପାତ୍ର): ଗୁଣୁପୁର ଫୁଲବଗିଚା ସାହିରେ ଦୀର୍ଘ ୨୦-୩୦ ଦିନ ପାଣି ଆସୁନାହିଁ ବୋଲି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପିଏଜେଡି ବିଭାଗର କର୍ମଚାରୀଙ୍କ ଅବହେଳା ଯୋଗୁଁ ସେହି ଜାଗାରେ ଏକ ବନ୍ଧ ସୃଷ୍ଟି ହୋଇଛି ।

ଘର ଘରକୁ ପାଣି ନ ଆସୁଥିବାରୁ ଲୋକମାନେ ବାଧ୍ୟ ହୋଇ ସେଠାରେ ଗାଧୋଇବାକୁ ଓ ପାଣି ପିଇବାକୁ ପଡୁଛି । ଗୁଣୁପୁରରେ କୋଟି କୋଟି ଟଙ୍କା ବ୍ୟୟ ରେ ତିଆରି ହୋଇଛି  କୋତ।-ଲଗୁଡା ରାସ୍ତାରେ ଥିବା ପ।ନୀୟ ବିଶୋଧନାଗାର ପ୍ରକଳ୍ପ । ପ୍ରକଳ୍ପର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଘର ଘରକୁ ସ୍ୱଚ୍ଛ ଜଳ ଯୋଗାଇବା । କିନ୍ତୁ ପରିତାପର ବିଷୟ ପ୍ରକଳ୍ପ ଆରମ୍ଭ ହେବ।ଠାରୁ ଆଜି ଯାଏ କେବେ ସ୍ୱଚ୍ଛ ପାଣି ଆସି ନ ଥିବା ଲୋକମାନେ ବାରମ୍ବାର ଅଭିଯୋଗ କରିଛନ୍ତି । କେବେ ପାଣିରେ ପୋକ ବାହାରୁଛି ତ କେତେବେଳେ ଗୋଳିଆ ପାଣି ତ କେବେ ପାଣି ଆସୁନାହିଁ । ତେଣୁ କିଛି ଦିନ ତଳେ ବାଧ୍ୟ ହୋଇ ଉପଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ଏପରି ବାରମ୍ବାର ଅସୁବିଧା ହେଉଥିଲେ ମଧ୍ୟ ସେମାନଙ୍କୁ ବଦଳି କିମ୍ବ। ବରଖାସ୍ତ କରାଯାଉନାହିଁ କାହିଁକି ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି ?

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

ତୈଳ ଦର ବୃଦ୍ଧି କୁ ନେଇ କଂଗ୍ରେସ ପକ୍ଷରୁ ଦାବି ପତ୍ର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //ଲମତାପୁଟ (ତା ୩/୭/୨୦): ବ୍ଲକ କଂଗ୍ରେସ ଦଳ ପକ୍ଷରୁ ତୈଳ ଦର ବୃଦ୍ଧି କୁ ନେଇ ସ୍ଥାନୀୟ ଡାକ ବଙ୍ଗଳା ଛକରୁ ଏକ ପଦ...

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

Recent Comments

%d bloggers like this: