Friday, March 29, 2024

Top 5 This Week

Related Posts

ସୀତାରାମ ଡମ୍ବରୁଗଡ଼ ମଠ ର ମଠlଧୀଶ ହେଲେ ବାବା ସର୍ବେଶ୍ୱର ଦାସ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୨/ ୦୧) : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ବ୍ଲକ ସିଦ୍ଧ ସେବାବନ ସୀତାରାମ ଡମ୍ବରୁଗଡ଼ ମଠ ର ମଠlଧୀଶ ଶ୍ରୀ ତ୍ୟାଗୀ ସ୍ୱର୍ଗତ ଗିରିବର ଦାସ ଙ୍କ ମୃତ୍ୟୁ ର ତେରେହି କାର୍ଯ୍ୟକ୍ରମ ରେ ବହୁ ଅଞ୍ଚଳ ରୁ ସାଧୁ ସନ୍ଥ, ଶିଷ୍ୟ ଯୋଗ ଦେଇଥିଲେ |WhatsApp Image 2022 01 03 at 10.58.13 AM ସୀତାରାମ ଡମ୍ବରୁଗଡ଼ ମଠ ର ମଠlଧୀଶ ହେଲେ ବାବା ସର୍ବେଶ୍ୱର ଦାସ

ଏହି ତେରେହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ତ୍ୟାଗୀ ସ୍ୱର୍ଗତ ଗିରିବର ଦାସ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଦେଇ ଶ୍ରଦ୍ଧାଞ୍ଜଳି ପର୍ବ ପାଳିତ ହୋଇଥିଲା ଓ ସର୍ବ ସମ୍ମତି କ୍ରମେ ବାବା ସର୍ବେଶ୍ୱର ଦାସ ଙ୍କୁ ସାଧୁ ସନ୍ଥ ଙ୍କ ନିୟମାନୁସାରେ ସୀତାରାମ ଡମ୍ବରୁଗଡ଼ ମଠ ର ମହନ୍ତ ଭାବେ ଦାୟିତ୍ୱ ଅର୍ପଣ କରାଯାଇ ଥିଲା | ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ କଟକଣା ସହିତ ମହନ୍ତ ବିହାରୀ ଦାସ ଓ ମଠ ର ଶିଷ୍ୟ ଏବଂ ଭକ୍ତ ମାନଙ୍କ ମିଳିତ ସହଯୋଗ ରେ କରାଯାଇ ଥିବାର ସୂଚନା ମିଳିଛି |

Popular Articles