ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ, ବୌଦ୍ଧ ତରଫରୁ ଶ୍ରଦ୍ଧାଞ୍ଜଳୀ ସଭା

0
142
ଜିଲ୍ଲା ଯୁବ ଡ଼ୁମାଳ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, ତା (୦୧/୦୧) : ଆଜି ଦିନ ତେଲିବନ୍ଧ ଠାରେ ସ୍ବର୍ଗତ କିଶୋର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l

ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ ର ସଂଯୋଜକ ପ୍ରଭାତ ଚନ୍ଦ୍ର ପ୍ରଧାନଙ୍କ ଆୟୋଜନରେ ସମ୍ପାଦକ କୃତ୍ତିବାସ ପଲିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଉପଦେଷ୍ଟା ଧନେଶ୍ୱର ଅମାତ, ସଂମ୍ମାନିତ ଅତିଥି ଭାବେ ବିଶିକେସନ ପ୍ରଧାନ, ହରିହର ପ୍ରଧାନ, ପ୍ରଦୀପ ମହାକୁଡ଼, ରଞ୍ଜନ ଚାଉଳିଆ ଶ୍ରୁତି ଚାରଣ କରିଥିବା ବେଳେ ରାଜ୍ୟ ଯୁବ ପ୍ରତିନିଧି ଦେଶବନ୍ଧୁ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l