ଜିଲ୍ଲା ଶିଳ୍ପ କେନ୍ଦ୍ରର ଉଦ୍ୟୋଗୀକ ବିକାଶ ଶିକ୍ଷା ଆରମ୍ଭ

ରାଇକିଆ(ଜଗଦୀଶ ଦାସ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଉଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ, ଆଇପିଓ ଓ ରାଇକିଆ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ଉପସ୍ଥିତ ରହି ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ୩୦ଜଣ ଉଦ୍ୟୋଗୀ ଥିବା ସହ ଭବିଷ୍ୟତରେ ଏମାନେ ଅନେକ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି ଅଧିକାରୀ ମାନେ |

Comments are closed.