Friday, March 29, 2024

Top 5 This Week

Related Posts

ମୋ ପୋଖରୀ ଅଭିଯାନ ଆରମ୍ଭ ହୋଇଯାଇଛି

ରିପୋର୍ଟ : ଶୁଭମ ପାଣି //
ଢେଙ୍କାନାଳ, (୨୯/୧୨) : ଢେଙ୍କାନାଳ ପୌର ପାଳୀକା ପକ୍ଷରୁ ମୋ ପୋଖରୀ ଅଭିଯାନ ଶୁଭ ଆରମ୍ଭ ହୋଇଯାଇଛି ।

ଆଜି ସ୍ଥାନୀୟ ଭାଗିରଥୀ ସାଗର କୂଳରେ ଥିବା ପୋଖରୀ କୂଳରେ ସ୍ୱଚ୍ଛ ସାଥୀ ଓ ପୌର ପାଳିକା ର ସମସ୍ତ କର୍ମଚାରୀ ମାନେ ମିଶି ପୋଖରୀ ଚାରିପଟେ ଅଳିଆ ଆବର୍ଜ୍ଜନା କୁ ସଫା କରିଥିଲେ । 44b0db3c 2c7f 4038 805c afd5fd968fd6 ମୋ ପୋଖରୀ ଅଭିଯାନ ଆରମ୍ଭ ହୋଇଯାଇଛିଆଜି ପ୍ରଥମେ ଢେ଼ଙ୍କାନାଳ ମୋନିଶି ପାଲଟି ଏରୀୟାରେ ଥିବା ଏହି ପୋଖରୀ ପରିଷ୍କାର କରିଥିଲେ । ଢେଙ୍କାନାଳ ସହରରେ ଥିବା ବିଭିନ୍ନ ପୋଖରି ଗୋଡ଼ିକ ପରିଷ୍କାର ପରିଚ୍ଛନ୍ନ କରାଯିବ ବୋଲି ସୂଚନା ରହିଛି । ଏହି ମୋ ପୋଖରୀ ଅଭିଯାନ ରେ ଥିବା ମୁଖ୍ୟ ଅତିଥି ପୌର ନିର୍ବାହି ଅତୁନ କୁମାର ସାମନ୍ତ, ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର, ବିଭୂତି ଭୂଷଣ ସ୍ୱାଇଁ ଏବଂ ସମସ୍ତ କର୍ମଚାରୀ ମାନଙ୍କ ଉପସ୍ଥିତି ରେ ଏହି ଅଭିଯାନ ଟି ଆରମ୍ଭ ହୋଇଥିଲା ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles