ବଡମ୍ବାରେ କୃଷକ ସମାବେସ-ବଡମ୍ବା ଥାନା ଘେରଉ କରିଥିଲେ ଚାଷୀ

ବଡମ୍ବା(ଶକ୍ତିସ୍ୱର୍ ରଣା): କଟକ ଜିଲ୍ଲା ବଡମ୍ବା ବ୍ଲକ ରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ବିସାଳ ସମାବେସ କରାଯାଇଛି |

କୃଷକ ମାନେ ବଡମ୍ବା ହାଟ ଠାରୁ ବାହାରି ବଡମ୍ବା ଥାନା ପରିସରରେ ଏକ ବିସାଳସମାବେସ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମନମୁଖୀ କାର୍ଯ୍ୟ କଳାପ ବିଷୟରେ କହିଥିଲେ | ସଂଯୋଜକ ବିଚିତ୍ରା ନନ୍ଦ ପଣ୍ଡା ସହ ସଂଯୋଜକ ବାପିନା ସାହୁ ଓ ଶତାଧିକ ଚାଷୀ ସମାବେଶରେ ଯୋଗ ଦେଇଥିଲେ | ଆଇନ ଶୁଙ୍ଖଳାକୁ ଦୃଷ୍ଟିରେ ଆଠଗଡ଼ ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ ବଡମ୍ବା ଥାନା ଆଇଆଇସି ସସ୍ମିତା ରଣା ଓ ପୋଲିସ ଫୋସ ଉପସ୍ଥିତ ଥିଲେ |

Comments are closed.