କଂଗ୍ରେସ ର ବିଶାଳ ସମାବେଶ – ନନ୍ଦପୁର, କୋରାପୁଟ

ଜୟପୁର (ସୌମ୍ୟରଂଜନ ସାହୁ): କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ପାଡୁଆ ଠାରେ ବିଶାଳ କଂଗ୍ରେସ ସମାବେଶ କରାଯାଇଥିଲା ।

ଏହି ବିଶାଳ କଂଗ୍ରେସ ସମାବେସକୁ ନନ୍ଦପୁର ବ୍ଲକ୍ କଂଗ୍ରେସ ଦ୍ୱାରା ଆୟୋଜନ କରାଯାଇଥିଲା । ଏହି ସମାବେଶରେ ମୁଖ୍ୟ ଅତିଥି ଥିଲେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଏବଂ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି, କୋରାପୁଟ କଂଗ୍ରେସ ପ୍ରଭାରି ଶ୍ରୀଯୁକ୍ତ ନକୁଳ ନାୟକ, ପଟାଙ୍ଗିର ପୁର୍ବତନ କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ରାମ କାଡାମ, ଦୁର୍ଗାସଙ୍କର ସାହୁ ଏବଂ ଭଗବାନ ବାହିନୀପତି ସୁକାନ୍ତ ପଟ୍ଟନାୟକ ଓ କୃଷ୍ଣ ନେପାକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.