Thursday, March 28, 2024

Top 5 This Week

Related Posts

ଆର. ଆଇ. ସର୍କଲ ବିରନାରସିଂପୁର ଠାରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୪/୧୨) : ହରଭଙ୍ଗା ବ୍ଲକ ବିରନରସିଂପୁର ଠାରେ ଦେବଗଡ଼ ଆର ଆଇ ସୋନାଲି ବିଶି ଓ ବିରନରସିଂପୁର ଆର. ଆଇ. ଜୟନ୍ତ ନାୟକ ଙ୍କ ମିଳିତ ଉଦ୍ୟମରେ ୪୯ ଜଣ ଭୂମିହୀନ ଚାଷୀ ଙ୍କୁ ପଟl ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି |

ଆର. ଆଇ. ସର୍କଲ ବିରନାରସିଂପୁର ଠାରେ ପଟ୍ଟା ବଣ୍ଟନ ଏହି ଅବସରରେ ଅତିରିକ୍ତ ଜିଲ୍ଲା ପାଳ ବୌଦ୍ଧ ବବିତାରାଣୀ ଦଳବେହେରା, ହରଭଙ୍ଗା ତହସିଲଦାର ଦାର ଶମ୍ଭୁ ପ୍ରସାଦ ମିଶ୍ର, ଅତିରିକ୍ତ ତହସିଲଦାର ହରିଓମ ଭୋଇ, ସୁପର ଭାଇଜର ନିଶିକାନ୍ତ ମେହେର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଟିକୁ ସଫଳ ରୂପାୟନ କରିଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles