ଜୟପୁର ଟାଉନ ପୋଲିସକୁ ବଡ ସଫଳତା- ରାଜନଗର ଗୁଳିକାଣ୍ଡର ମୁଖ୍ୟ ଆସାମୀ ଗିରଫ

ଜୟପୁର (ସୌମ୍ୟରଂଜନ ସାହୁ): ଜୟପୁର ରାଜନଗର ଗୁଳି କାଣ୍ଡର ମୂଖ୍ୟ ଅପରାଧୀ ବିକାଶ ପାତ୍ରକୁ ଦୀର୍ଘ ୪୦ ଦିନ ପରେ ଅନ୍ତ ରାଜ୍ୟରୁ ଗିରଫ କଲା ଜୟପୁର ଟାଉନ ପୋଲିସ |

ଆଗରୁ ୫ ଜଣକୁ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ଫେରାର ଥିବା ବେଳେ ଦୀର୍ଘ ୪୦ଦିନ ପରେ ଗିରଫ କରିଛି l

Comments are closed.