ମାନବାଧିକାର ପରିଷଦ ଦ୍ୱାର ମିଷ୍ଟାନ୍ନ ବଣ୍ଟନ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ଆଲୋକର ପର୍ବ ଦୀପାବଳି ଅବସରରେ ସାରା ଭାରତବର୍ଷରେ ହର୍ଷଉଲ୍ଲାସରେ ପାଳନ କରୁଥିବାବେଳେ ମାଲକାନଗିରି ମାନବାଅଧିକାର କର୍ମୀଙ୍କ ଦ୍ୱାରା ଅଭିନବ ଉପାୟରେ ଦୀପାବଳି ପାଳନ କରାଯାଇଛି।

ସଦରମହାକୁମାରେ ବୁଲୁଥିବା ଦୁଖୀ, ନିସ୍ୱ ଗରିବ, ଦିବ୍ୟ।ଙ୍ଗ, ଓ ଭିକ୍ଷାବୃତି କରୁଥିବା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇବା ପାଇଁ ଜିଲ୍ଲା ମାନବାଧିକାର ପରିଷଦ ତରଫରୁ ସଭାପତି ଶ୍ରୀ ଘନଶ୍ୟାମ ମାଡ଼କାମୀଙ୍କ ନେତୃତ୍ୱରେ ସଦରମହାକୁମା,ବସଷ୍ଟାଣ୍ଡ ,ମୁଖ୍ୟ ଚିକିତ୍ସାଳୟ ଓ ଜିଲ୍ଲାର ଅନ୍ନ୍ୟାନ ସ୍ଥାନରେ ମିଷ୍ଟାନ୍ନ ପ୍ୟାକେଟ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଦଶ୍ୟ ଓ କର୍ମୀମାନଙ୍କ ମଧ୍ୟରେ ଶ୍ରୀନିବାସ ପଣ୍ଡା, କିଶୋର କୁମାର ପାଟିକା,ସତ୍ୟନାରାୟଣ ଦାଶ,ପ୍ରଶାନ୍ତ ଜେନା, ଅଶିମ ବିଶ୍ୱାସ ଓ ଶ୍ରୀନିବାସ ପାତ୍ର ସହଯୋଗ କରିଥିଲେ।

Comments are closed.