Advertisements
Monday, July 13, 2020
Home Cultural & Festival ଆଲୋକର ପର୍ବ ଦୀପାବଳିକୁ ନେଇ ଚଳ ଚଞ୍ଚଳ ରାୟଗଡା ସହର

ଆଲୋକର ପର୍ବ ଦୀପାବଳିକୁ ନେଇ ଚଳ ଚଞ୍ଚଳ ରାୟଗଡା ସହର

ରାୟଗଡା (ଗୋପୀନାଥ ଗୌଡ଼): ଅନେକ ପ୍ରକାର କଟକଣା ଓ ନିୟମକୁ ଆଖି ଆଗରେ ରଖି ବାଣବ୍ୟବସାୟୀ ବାଣ ବିକ୍ରୟ କରୁଛନ୍ତି | ଅଧିକ ଶବ୍ଦ ଥିବା ବାଣକୁ ପ୍ରତିବନ୍ଧକ ଲଗାଯାଇଥିଲେ ସୁଦ୍ଧା ବେଶ ଉତ୍ସାହିତ ବ୍ୟବସାୟୀ ଓ ଗ୍ରାହକ |

ରାୟଗଡା ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନ ସବୁ, ବ୍ରାହ୍ମଣ ସାହିର ରାବଣ ପୋଡି ପଡିଆ ରେ ଖୋଲା ହୋଇଥିବା ବେଳେ, ବେଶ ଭିଡ ଜମିଛି | ଚଳିତ ବର୍ଷ ବାଣ ଗୁଡାକ ଦାମ ଅଧିକ ହୋଇଥିଲେ ସୁଦ୍ଧା ଗ୍ରାହକ ବର୍ଷେରେ ଥରେ ଦୀପାବଳି ପର୍ବରେ ବାଣ ଫୁଟାଇବାର ସୁଯୋଗ ହାତ ଛଡା କରିବାକୁ ଚାଁହୁନାହାନ୍ତି | ବାଣ ବଜାରରେ ଅଗ୍ନିଶମ ବିଭାଗ ସୁରକ୍ଷାରେ ଥିବାବେଳେ, ବ୍ୟବସାୟୀ ମଧ୍ୟ ନିଜ ନିଜ ଦୋକାନରେ ସମସ୍ତ ଅପ୍ରତିକର ଘଟଣାକୁ ଏଡ଼ାଇବାକୁ ବାଲି ବସ୍ତା ଓ ପାଣି ବ୍ୟବସ୍ତା କରିଛନ୍ତି | ସେପରି ଦୈନିକ ବଜାରରେ ମଧ୍ୟ ନାନା ପ୍ରକାର ଦୀପାଳି ସାଙ୍ଗକୁ ଫୁଲ, ଫଳ ଓ ଅନ୍ୟାନ୍ୟ ଦୋକାନରେ ବେଶ ଭିଡ ଦେଖିବାକୁ ମିଳୁଛି | ରାୟଗଡା ପୋଲିସ ପକ୍ଷରୁ ଅତି ସମ୍ବେଦନ ସିଲ ସ୍ଥାନରେ ସୁରକ୍ଷା କଡା କଡୀ କରିବା ସହ ଟ୍ରାଫିକ ବ୍ୟବସ୍ତାକୁ ମଧ୍ୟ ଗୁରୁତ୍ୱ ଦିଆ ଯାଇଛି |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: