Advertisements
Monday, July 13, 2020
Home Education & Literacy ହେଲ୍ପରଙ୍କ ଝିଅ ଭରସାରେ ଚାଲେ ବାଇଦିପଡ଼ା ଅଙ୍ଗନବାଡି କେନ୍ଦ୍ର, କର୍ତ୍ତବ୍ୟରେ ଅବହେଳା ଅଙ୍ଗନବାଡି କର୍ମୀ

ହେଲ୍ପରଙ୍କ ଝିଅ ଭରସାରେ ଚାଲେ ବାଇଦିପଡ଼ା ଅଙ୍ଗନବାଡି କେନ୍ଦ୍ର, କର୍ତ୍ତବ୍ୟରେ ଅବହେଳା ଅଙ୍ଗନବାଡି କର୍ମୀ

କୋଦଳା,ଗଞ୍ଜାମ(ଜଗନ କୁମାର ସେଠୀ): ଗ୍ରାମାଞ୍ଚଳରେ ଶିଶୁ ମାନଙ୍କୁ ସୁଷମ ଖାଦ୍ୟ ଓ ପ୍ରାକ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ଯୋଜନା ମାଧ୍ୟମରେ ଯୋଗାଇଥାନ୍ତି l ତେବେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତର ବାଇଦିପଡ଼ା ଅଙ୍ଗନବାଡି କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l

ଏଠାରେ ଅଙ୍ଗନବାଡି କର୍ମୀ ସନ୍ତୋଷି ଦାସ ସପ୍ତାହକୁ ମାତ୍ର ଦୁଇ ଦିନ ଉପସ୍ଥିତ ହୁଅନ୍ତି l ସବୁଠାରୁ ବିସ୍ମୟ ଜନକ କଥା ଏଠାରେ ହେଲ୍ପରଙ୍କ ଝିଅ ଅଙ୍ଗନବାଡି କେନ୍ଦ୍ର ଚଳାଇଛନ୍ତି ଏବଂ ଅଙ୍ଗନବାଡି କେନ୍ଦ୍ର ଦ୍ୱାରା ପିଲାଙ୍କ ପାଇଁ ସରକାରଙ୍କ ବିଭିନ୍ନ ପ୍ରକାର ଜନହିତକାରୀ ଯୋଜନା ଅଙ୍ଗନବାଡି କର୍ମୀଙ୍କ ଭରସାରେ ରହୁଥିବା ବେଳେ ଏଠାରେ ଏହିଭଳି ବ୍ୟବସ୍ଥାହୀନ କାର୍ଯ୍ୟ ଦେଖିବାକୁ ମିଳିଛି l ତୁରନ୍ତ ଏଥିପ୍ରତି ଉପରିସ୍ତ ଅଧିକାରୀଙ୍କ ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜନ ସାଧାରଣ ତୀବ୍ର ପ୍ରକାଶ କରିଛନ୍ତି l

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: