Advertisements
Friday, July 3, 2020
Home headline କଲ୍ୟାଣସିଂହପୁରରେ ଡଙ୍ଗରିଆ ସମ୍ପ୍ରଦାୟଙ୍କ ବୈଠକ ଅନୁଷ୍ଠିତ

କଲ୍ୟାଣସିଂହପୁରରେ ଡଙ୍ଗରିଆ ସମ୍ପ୍ରଦାୟଙ୍କ ବୈଠକ ଅନୁଷ୍ଠିତ

କଲ୍ୟାଣସିଂହପୁର(ଅକ୍ଷୟ ପୀଡ଼ିସିକା): କଲ୍ୟାଣସିଂହପୁରରେ ଡଙ୍ଗରିଆ ସମ୍ପ୍ରଦାୟଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |

କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ଗ୍ରାମପଞ୍ଚାୟତର ପାର୍ସାଲି ଠାରେ ନିୟମଗିରି ସୁରକ୍ଷା ସମିତି ତରଫରୁ ଡଙ୍ଗରିୟା ସମ୍ପ୍ରଦାୟରଲୋକଙ୍କୁ ନେଇ ଗଠିତ ଏହି ସଙ୍ଗଠନ ପାର୍ସାଲି ପଞ୍ଚାୟତର ପ୍ରତ୍ୟେକ ଗ୍ରାମରୁ ପ୍ରାୟ ୨୦୦ରୁ ଉର୍ଦ୍ଧ ଲୋକ ଜମାହୋଇ ଡଙ୍ଗରିଆ ମାନଙ୍କ ଉପରେ ଅସୁବିଧା ହଉଥିବା ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ମୁଖ୍ୟତଃ ପଲିସ ଜୁଲମ, ଅପିଲିପି ଉପରେ ଆଲୋକପାତ କରି ଆବାହକ ଲଦ ସିକକା ,ସରପଞ୍ଚ ବାମ କାଡ୍ରାକା, ସମିତି ସଭ୍ୟା ସନାରି ସିକକା, କ୍ରୁଷ୍ଣ ସିକକା, ଡ୍ରିଞ୍ଜୁ କ୍ରୁସୁକା, ମନୁ ସିକକା, ଡ୍ରିକା କାଡ୍ରାକା ସମେତ ନିୟମ ଗିରି ସୁରକ୍ଷା ସମିତିର ସବୁ ସଭ୍ୟ ମାନେ ଉପସ୍ଥିତ ଥିଲେ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

1 COMMENT

Comments are closed.

Most Popular

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

ଭଳ କରି ନାଆ ବାହାରେ ନାଉରୀ ଝିଅକୁ ମାଡୁଛି ଡର…

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ଭଲ କରି ନାଆ ବାହାରେ ନାଉରୀ ଝିଅକୁ ମାଡୁଛି ଡର…ଏ କେଉଁ ପୁରାତନ କାଳିଜାଇରେ ସଂଧ୍ୟାର ଦୃଶ୍ୟ ନୁହେଁ। ରାଜ୍ୟ...

୭୧ ତମ ବନ ମହୋତ୍ସବ ସପ୍ତାହ ପାଳନ, କଲ୍ୟାଣସିଂପୁର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ତହସିଲ କାର୍ଯ୍ୟ ଳୟ ପରିସରରେ ୭୧ ତମ ବନ ମହୋତ୍ସବ...

କୋଭିଡ ନିୟମ ଉଲ୍ଲଘଂନକାରି ଦୋକାନୀଙ୍କୁ ଫାଇଁନ୍

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //କର୍ଲାମୁଣ୍ଡା (୦୨/୦୭): କର୍ଲାମୁଣ୍ଡା ସଦର ଠାରେ କୋଭିଡ-୧୯ ଗାଇଡଲାଇନକୁ ଆଖିଆଗରେ ରଖି ଖୁଲାଖୁଲି ଉଲଂଘନ କରିଥିବା କେତେ ଜଣ ଦୋକାନୀଙ୍କଠୁ ଏବଂ ମାସ୍କ୍ ପିନ୍ଧି...

Recent Comments

%d bloggers like this: