ଗୁଡାରିରେ କିସ କମିଟି, ରାୟଗଡା ଦ୍ୱାରା ରକ୍ତ ଦାନ ଶିବିର ଅନୁଷ୍ଠିତ

ଗୁଡାରି (ଲୋକନାଥ ସାହୁ): ରାୟଗଡା ଜିଲ୍ଲା ଗୁଡାରିର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କିସ କମିଟି ରାୟଗଡା ଓ ରାୟଗଡା ଉଦୟ ସ୍ବେଚ୍ଛାସେବୀ ସଂଗଠନ ମିଶି ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ କରିଥିଲେ।

ଏହି ଶିବିରକୁ ମୂଖ୍ୟ ଅତିଥିଭାବେ ରାୟଗଡା ବିଜୁ ଜନତା ଦଳ ସମ୍ପାଦକ ଶ୍ରୀ କେ.ରାମକ୍ରିଷ୍ଣା ରିବନ କାଟି ଶୁଭ ଆରମ୍ଭ କରିଥିଲେ । ଗୁଣୁପୁରର ଉପକର୍ମଚାରି ମାନେ ମଧ୍ୟ ଯୋଗଦାନ ଦେଇଥିଲେ ।

Comments are closed.