Related Contents

ମଝିଘରିଆଣି ରେଳୱେ ବ୍ରିଜ ଉପରୁ ଏକ ଯୁବତୀ ନଦୀ ମଧ୍ୟକୁ ଡେଇଁ ଆତ୍ମହତ୍ୟା

ରାୟଗଡା (ଗୋପୀନାଥ ଗୌଡ଼): ମଝିଘରିଆଣି ନୂଆ ରେଳୱେ ବ୍ରିଜ ଉପରୁ ଆଜି ଏକ ଯୁବତୀ ନଦୀ ମଧ୍ୟକୁ ଡେଇଁ ଆତ୍ମହତ୍ୟା କରିଛି | ଯୁବତୀର ଶବ କି ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ | ବର୍ତ୍ତମାନ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ ଜାରି ରଖିଛନ୍ତି |

Comments are closed.